Joshua 15:54 — Compare Translations

5 translations compared side by side

Odia - 1840
"ହକ୍ସ୍ଟମ୍ଟା, କିରିଯଥ୍-ଅର୍ବ ହିବ୍ରୋଣ ଓ ସୀଯୋର, ଏହିପରି ନଅଟି ସହର ଓ ତା'ର ଚତକ୍ସ୍ଟଃପାଶର୍‌ବ ରେ ଥିବା ସହର ସମତେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ହୁମ୍ଟା ଓ କିରୀୟଥର୍ବ (ଏହାକୁ ହିବ୍ରୋଣ କହନ୍ତି) ଓ ସୀୟୋର, ଏସବୁ ଗ୍ରାମ ସମେତ ନଅ ନଗର ।
Odia Bible ERV 2004 (ପବିତ୍ର ବାଇବଲ)
ହୁ‌ମ୍‌ଟା, କିରିୟଥ୍-ଅର୍ବ ହିବ୍ରୋଣ ଓ ସୀୟୋର, ଏହିପରି ନଅ ଗୋଟି ସହର ଓ ତା’ର ଚତୁର୍ପାର୍ଶ୍ୱରେ ଥିବା ସହର ସମୂହ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ହୁମ୍ଟା ଓ କିରୀୟଥ୍‍-ଅର୍ବ (ଏହାକୁ ହିବ୍ରୋଣ କହନ୍ତି) ଓ ସୀୟୋର, ଏସବୁ ଗ୍ରାମ ସମେତ ନଅ ନଗର।
Odia IRV 2017 (ଓଡିଆ ବାଇବେଲ)
ଓ ହୁମ୍‍ଟା ଓ କିରୀୟଥ୍‍-ଅର୍ବ (ଏହାକୁ ହିବ୍ରୋଣ କହନ୍ତି) ଓ ସୀୟୋର, ଏସବୁ ଗ୍ରାମ ସମେତ ନଅ ନଗର।