Joshua 15:60 — Compare Translations

5 translations compared side by side

Odia - 1840
"ସମାନଙ୍କେୁ ଆଉ ଦକ୍ସ୍ଟଇଟି ସହର ଦିଆ ୟାଇଥିଲା। ସଗେକ୍ସ୍ଟଡିକ ହେଲା ରଦ୍ଦା ଏବଂ କିରିଯଥ୍ ବୈଥ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିରୀୟଥ୍-ବାଲ (ଏହାକୁ କିରୀୟଥ୍-ଯିୟାରୀମ କହନ୍ତି) ଓ ରବ୍ବାନ୍ତଏଥିର ଗ୍ରାମ ସମେତ ଦୁଇ ନଗର ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କୁ ଆଉ ଦୁଇଟି ସହର ଦିଆ ଯାଇଥିଲା। ସେଗୁଡ଼ିକ ହେଲା ରବ୍ବା ଏବଂ କିରିୟଥ୍-ବାଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିରୀୟଥ୍‍-ବାଲ (ଏହାକୁ କିରୀୟଥ୍‍-ଯିୟାରୀମ୍‍ କହନ୍ତି) ଓ ରବ୍ବା; ଏଥିର ଗ୍ରାମ ସମେତ ଦୁଇ ନଗର।
Odia IRV 2017 (ଓଡିଆ ବାଇବେଲ)
କିରୀୟଥ୍‍-ବାଲ (ଏହାକୁ କିରୀୟଥ୍‍-ଯିୟାରୀମ୍‍ କହନ୍ତି) ଓ ରବ୍ବା; ଏଥିର ଗ୍ରାମ ସମେତ ଦୁଇ ନଗର।