Joshua 17:6 — Compare Translations
5 translations compared side by side
Odia - 1840
"ତେଣୁ ଏହିପରି ଭାବରେ ସେ ସ୍ତ୍ରୀ ଲୋକମାନେ ମନଃଶି ବଂଶଧରର ପୁରୁଷ ବଂଶଧର ପରି ଭୂମି ପାଇଲେ। ଗିଲିଯଦର ଭୂମିକକ୍ସ୍ଟ ଅବଶିଷ୍ଟ ମନଃଶି ବଂଶଧରକକ୍ସ୍ଟ ଅଧିକାର ଦିଆଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ମନଃଶିର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ; ପୁଣି ଗିଲୀୟଦ ଦେଶ ମନଃଶିର ଅବଶିଷ୍ଟ ପୁତ୍ରମାନଙ୍କର ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଏହିପରି ଭାବରେ ସେ ସ୍ତ୍ରୀଲୋକମାନେ ମନଃଶି ବଂଶଧରର ପୁରୁଷ ବଂଶଧର ପରି ଭୂମି ପାଇଲେ। ଗିଲିୟଦର ଭୂମିକୁ ଅବଶିଷ୍ଟ ମନଃଶି ବଂଶଧରକୁ ଅଧିକାର ଦିଆଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ମନଃଶିର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ; ପୁଣି ଗିଲୀୟଦ ଦେଶ ମନଃଶିର ଅବଶିଷ୍ଟ ପୁତ୍ରମାନଙ୍କର ହେଲା।
Odia IRV 2017 (ଓଡିଆ ବାଇବେଲ)
କାରଣ ମନଃଶିର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ; ପୁଣି ଗିଲୀୟଦ ଦେଶ ମନଃଶିର ଅବଶିଷ୍ଟ ପୁତ୍ରମାନଙ୍କର ହେଲା।