Joshua 17:8 — Compare Translations

5 translations compared side by side

Odia - 1840
"ତପୂହର ଚତକ୍ସ୍ଟଃପାଶର୍‌ବସ୍ଥ ସମସ୍ତ ଭୂମି ମନଃଶିର ଅଧିକାର ରେ ରହିଲା। କିନ୍ତୁ ସହରଟି ଏମାନଙ୍କର ଅଧିନ ରେ ରହିଲା ନାହିଁ। ତପୂହ ସହର ମନଃଶିର ସୀମା ରେ ଥିଲା ଏବଂ ଏହା ଇଫ୍ରଯିମମାନଙ୍କ ଅଧିକାର ରେ ରହିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତପୂହ ଦେଶ ମନଃଶିର ହେଲା; ମାତ୍ର ମନଃଶିର ସୀମାନ୍ତର୍ଗତ ତପୂହ ନଗର ଇଫ୍ରୟିମ-ସନ୍ତାନଗଣର ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ତପୂହର ଚତୁର୍ପାର୍ଶ୍ୱସ୍ଥ ସମସ୍ତ ଭୂମି ମନଃଶିର ଅଧିକାରରେ ରହିଲା। କିନ୍ତୁ ସହରଟି ଏମାନଙ୍କର ଅଧୀନରେ ରହିଲା ନାହିଁ। ତପୂହ ସହର ମନଃଶିର ସୀମାରେ ଥିଲା ଏବଂ ଏହା ଇଫ୍ରୟିମମାନଙ୍କ ଅଧିକାରରେ ରହିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତପୂହ ଦେଶ ମନଃଶିର ହେଲା; ମାତ୍ର ମନଃଶିର ସୀମାନ୍ତର୍ଗତ ତପୂହନଗର ଇଫ୍ରୟିମ-ସନ୍ତାନଗଣର ହେଲା।
Odia IRV 2017 (ଓଡିଆ ବାଇବେଲ)
ତପୂହ ଦେଶ ମନଃଶିର ହେଲା; ମାତ୍ର ମନଃଶିର ସୀମାନ୍ତର୍ଗତ ତପୂହନଗର ଇଫ୍ରୟିମ-ସନ୍ତାନଗଣର ହେଲା।