Joshua 19:23 — Compare Translations
5 translations compared side by side
Odia - 1840
"ଏହି ସହର ଓ ଗ୍ରାମଗକ୍ସ୍ଟଡିକ ଇଷାଖର ପରିବାରବର୍ଗର ଭୂମି ଅଂଶ ବିଷେଶ ଥିଲା। ଏବଂ ଏଗକ୍ସ୍ଟଡିକ ସମାନଙ୍କେର ବଂଶାନକ୍ସ୍ଟସା ରେ ପାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ସହର ଓ ଗ୍ରାମଗୁଡ଼ିକ ଇଷାଖର ପରିବାରବର୍ଗର ଭୂମି ଅଂଶ ବିଷେଶ ଥିଲା। ଏବଂ ଏଗୁଡ଼ିକ ସେମାନଙ୍କର ବଂଶାନୁସାରେ ପାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା।
Odia IRV 2017 (ଓଡିଆ ବାଇବେଲ)
ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା।