Joshua 19:38 — Compare Translations

5 translations compared side by side

Odia - 1840
"ୟିରୋଣ ମିଗଦ୍ଦଲେଲ୍, ହୋ ରେମ୍ ବୈଥଂନାତ୍, ବୈଥଶମେଶ ଏହି ସବୁ ଶକ୍ତିଶାଳୀ ନଗରଗକ୍ସ୍ଟଡିକ ଥିଲା। ଏହିପରି ଭାବରେ କ୍ଷତକେକ୍ସ୍ଟ ମିଶାଇ ଉଣିଶିଟି ନଗର ଚତକ୍ସ୍ଟଃପାଶର୍‌ବ ରେ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ଯିରୋଣ ଓ ମିଗ୍ଦଲେଲ ଓ ହୋରେମ୍ ଓ ବୈଥଂନାତ୍ ଓ ବୈଥ୍ଶେମଶ୍; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର ।
Odia Bible ERV 2004 (ପବିତ୍ର ବାଇବଲ)
ଯିରୋଣ ମି‌ଗ୍‌ଦଲେଲ, ହୋରେମ୍ ବୈଥଂନାତ୍, ବୈ‌ଥ୍‌ଶେମଶ ଏହିସବୁ ଶକ୍ତିଶାଳୀ ନଗରଗୁଡ଼ିକ ଥିଲା। ଏହିପରି ଭାବରେ କ୍ଷେତକୁ ମିଶାଇ ଉଣିଶିଟି ନଗର ଚତୁର୍ପାର୍ଶ୍ୱରେ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ଯିରୋଣ ଓ ମିଗ୍‍ଦଲେଲ ଓ ହୋରେମ୍‍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀର-ବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣେଇଶ ନଗର।
Odia IRV 2017 (ଓଡିଆ ବାଇବେଲ)
ଓ ଯିରୋଣ ଓ ମିଗ୍‍ଦଲେଲ ଓ ହୋରେମ୍‍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର।