Joshua 19:47 — Compare Translations
5 translations compared side by side
Odia - 1840
"କିନ୍ତୁ ଦାନ ବଂଶର ଲୋକମାନେ ଏହି ଭୂମିର ଅଧିକାର ପାଇଁ ଅସକ୍ସ୍ଟବିଧାର ସମ୍ମକ୍ସ୍ଟଖିନ ହେଲେ। ସଠାେରେ ତାଙ୍କର ବହକ୍ସ୍ଟତ ଶକ୍ତିଶାଳୀ ଶତୃ ଥିଲେ। ଏବଂ ଦାନ୍ର ଲୋକମାନେ ସମାନଙ୍କେୁ ଏତେ ସହଜ ରେ ପରାସ୍ତ କରିପାରି ନ ଥିଲେ। ଯେଉଁଥିପାଇଁ ଦାନ ବଂଶଧରମାନେ ଇଶ୍ରାୟେଲର ଉତ୍ତର ଦିଗକକ୍ସ୍ଟ ଗଲେ। ଏବଂ ଲେଶମ୍ମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ସମାନେେ ଲେଶମ୍ମାନଙ୍କୁ ୟକ୍ସ୍ଟଦ୍ଧ ରେ ପରାସ୍ତ କଲେ। ଏବଂ ସଠାେରେ ବାସ କରୁଥିବା ଲୋକମାନଙ୍କୁ ସମାନେେ ହତ୍ଯା କଲେ। ତେଣୁ ଦାନର ଲୋକମାନେ ଲେଶମ୍ମାନଙ୍କର ସହର ରେ ବାସ କଲେ। ଏବଂ ଦାନର ପୂର୍ବପୁରୁଷଙ୍କ ନାମାନକ୍ସ୍ଟସା ରେ ଲେଶମର ନାମ ଦାନ ରଖିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଦାନ୍-ସନ୍ତାନଗଣର ସୀମା ସେହିସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ଼୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଦାନ୍ ବଂଶର ଲୋକମାନେ ଏହି ଭୂମିର ଅଧିକାର ପାଇଁ ଅସୁବିଧାର ସମ୍ମୁଖୀନ ହେଲେ। ସେଠାରେ ତାଙ୍କର ବହୁତ ଶକ୍ତିଶାଳୀ ଶତ୍ରୁ ଥିଲେ। ଏବଂ ଦାନ୍ର ଲୋକମାନେ ସେମାନଙ୍କୁ ଏତେ ସହଜରେ ପରାସ୍ତ କରି ପାରି ନ ଥିଲେ। ଯେଉଁଥିପାଇଁ ଦାନ୍ ବଂଶଧରମାନେ ଇସ୍ରାଏଲର ଉତ୍ତର ଦିଗକୁ ଗଲେ। ଏବଂ ଲେଶମ୍ମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ଲେଶମ୍ମାନଙ୍କୁ ଯୁଦ୍ଧରେ ପରାସ୍ତ କଲେ। ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ସେମାନେ ହତ୍ୟା କଲେ। ତେଣୁ ଦାନ୍ର ଲୋକମାନେ ଲେଶମ୍ମାନଙ୍କର ସହରରେ ବାସ କଲେ। ଏବଂ ଦାନ୍ର ପୂର୍ବପୁରୁଷଙ୍କ ନାମାନୁସାରେ ଲେଶମ୍ର ନାମ ଦାନ ରଖିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଦାନ୍-ସନ୍ତାନଗଣର ସୀମା ସେହି ସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ଦାନ୍-ସନ୍ତାନଗଣର ସୀମା ସେହିସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ।