Joshua 21:2 — Compare Translations
5 translations compared side by side
Odia - 1840
"ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗର ରେ ଲବେୀୟର ଶାସକଗଣ ତାହାଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଦେଶ ଦଇେଛନ୍ତି। ସେ ଏହିପରି ଆଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ଯ ନିର୍ଦ୍ଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ଭୂମି ଦବେ, ଯେଉଁଠା ରେ ଆମ୍ଭର ପଶକ୍ସ୍ଟମାନେ ଚରାବକ୍ସ୍ଟଲା କରିପାରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେମାନେ କିଣାନ ଦେଶସ୍ଥ ଶୀଲୋ ନିକଟରେ ସେମାନଙ୍କୁ କହିଲେ, ଆମ୍ଭମାନଙ୍କ ନିମନ୍ତେ ବସତି-ନଗର ଓ ପଶୁଗଣ ନିମନ୍ତେ ତହିଁର ତଳିଭୂମି ଦେବା ପାଇଁ ସଦାପ୍ରଭୁ ମୋଶାଙ୍କ ଦ୍ଵାରା ଆଜ୍ଞା ଦେଇଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗରରେ ଲେବୀୟର ଶାସକଗଣ ତାହାଙ୍କୁ କହିଲେ, “ସଦାପ୍ରଭୁ ମୋଶାଙ୍କୁ ଆଦେଶ ଦେଇଛନ୍ତି। ସେ ଏହିପରି ଆଦେଶ ଦେଇଛନ୍ତି ଯେ, ତୁମ୍ଭେ ଆମ୍ଭକୁ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ତୁମ୍ଭେ ଆମ୍ଭକୁ ଭୂମି ଦେବ, ଯେଉଁଠାରେ ଆମ୍ଭର ପଶୁମାନେ ଚରାବୁଲା କରି ପାରିବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେମାନେ କିଣାନ ଦେଶସ୍ଥ ଶୀଲୋ ନିକଟରେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ନିମନ୍ତେ ବସତି-ନଗର ଓ ପଶୁଗଣ ନିମନ୍ତେ ତହିଁର ତଳିଭୂମି ଦେବା ପାଇଁ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ।”
Odia IRV 2017 (ଓଡିଆ ବାଇବେଲ)
ଆଉ ସେମାନେ କିଣାନ ଦେଶସ୍ଥ ଶୀଲୋ ନିକଟରେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ନିମନ୍ତେ ବସତି-ନଗର ଓ ପଶୁଗଣ ନିମନ୍ତେ ତହିଁର ତଳିଭୂମି ଦେବା ପାଇଁ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ।”