Joshua 21:7 — Compare Translations

5 translations compared side by side

Odia - 1840
"ମରାରି ସନ୍ତାନଗଣ ନିଜ ନିଜ ବଂଶାନକ୍ସ୍ଟସା ରେ ରକ୍ସ୍ଟବନେ ବଂଶ, ଗାଦ ବଂଶ ସବୂଲୂନ ବଂଶରକ୍ସ୍ଟ ଏହିପରି ବାରଟି ନଗର ପାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ମରାରି-ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ୍ ବଂଶ ଓ ଗାଦ୍ ବଂଶ ଓ ସବୂଲୂନ୍ ବଂଶରୁ ବାର ନଗର ପାଇଲେ ।
Odia Bible ERV 2004 (ପବିତ୍ର ବାଇବଲ)
ମରାରି ସନ୍ତାନଗଣ ନିଜ ନିଜ ବଂଶାନୁସାରେ ରୁବେନ୍ ବଂଶ, ଗାଦ୍ ବଂଶ, ସବୂଲୂନ ବଂଶରୁ ଏହିପରି ବାରଟି ନଗର ପାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ମରାରି-ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ୍‍ ବଂଶ ଓ ଗାଦ୍‍ ବଂଶ ଓ ସବୂଲୂନ ବଂଶରୁ ବାର ନଗର ପାଇଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ମରାରି-ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ୍‍ ବଂଶ ଓ ଗାଦ୍‍ ବଂଶ ଓ ସବୂଲୂନ ବଂଶରୁ ବାର ନଗର ପାଇଲେ।