Joshua 22:26 — Compare Translations
5 translations compared side by side
Odia - 1840
"ତେଣୁ ଆମ୍ଭମାନେେ ନିଷ୍ପତ୍ତି ନଲେକ୍ସ୍ଟ ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ। କିନ୍ତୁ ଆମେ ଏହାକକ୍ସ୍ଟ ହାମବେଳି ପାଇଁ ତିଆରି କରିନାହକ୍ସ୍ଟଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ଆମ୍ଭେମାନେ କହିଲୁ, ଆସ, ଆମ୍ଭେମାନେ ଏକ ବେଦି ନିର୍ମାଣ କରିବାକୁ ଉଦ୍ଯୋଗ କରୁ, ହୋମ କି ବଳିଦାନ ନିମନ୍ତେ ନୁହେଁ,
Odia Bible ERV 2004 (ପବିତ୍ର ବାଇବଲ)
“ତେଣୁ ଆମ୍ଭେମାନେ ନିଷ୍ପତ୍ତି ନେଲୁ ଏକ ଯଜ୍ଞବେଦି ନିର୍ମାଣ କରିବାକୁ। କିନ୍ତୁ ଆମ୍ଭେ ଏହାକୁ ହୋମବଳି ପାଇଁ ତିଆରି କରି ନାହୁଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ଆମ୍ଭେମାନେ କହିଲୁ, ‘ଆସ, ଆମ୍ଭେମାନେ ଏକ ବେଦି ନିର୍ମାଣ କରିବାକୁ ଉଦ୍ଯୋଗ କରୁ, ହୋମ କି ବଳିଦାନ ନିମନ୍ତେ ନୁହେଁ,
Odia IRV 2017 (ଓଡିଆ ବାଇବେଲ)
ଏହେତୁ ଆମ୍ଭେମାନେ କହିଲୁ, ଆସ, ଆମ୍ଭେମାନେ ଏକ ବେଦି ନିର୍ମାଣ କରିବାକୁ ଉଦ୍ଯୋଗ କରୁ, ହୋମ କି ବଳିଦାନ ନିମନ୍ତେ ନୁହେଁ,