Joshua 22:3 — Compare Translations

5 translations compared side by side

Odia - 1840
"ଏବଂ ସବୁ ସମୟରେ ଆପଣମାନେ ଇଶ୍ରାୟେଲମାନଙ୍କୁ ସହ ଯୋଗ କରିଛନ୍ତି। ଆପଣମାନେ ଆପଣମାନଙ୍କର ସଦାପ୍ରଭୁଙ୍କର ବାକ୍ଯକକ୍ସ୍ଟ ଠିକ୍ ଭାବରେ ଅତି ସତର୍କତାର ସହକା ରେ ପାଳନ କରିଛନ୍ତି ଏବଂ ତୁମ୍ଭମାନେେ ଏହି ଆଜ୍ଞା ପାଳନ କଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଆଜ୍ଞା ପାଳନ କରିଅଛ ।
Odia Bible ERV 2004 (ପବିତ୍ର ବାଇବଲ)
ଏବଂ ସବୁ ସମୟରେ ତୁମ୍ଭେମାନେ ଇସ୍ରାଏଲବାସୀଙ୍କୁ ସହଯୋଗ କରିଅଛ। ତୁମ୍ଭେମାନେ ତୁମ୍ଭମାନଙ୍କ ସଦାପ୍ରଭୁଙ୍କର ବାକ୍ୟକୁ ଠିକ୍ ଭାବରେ, ଅତି ସତର୍କତାର ସହକାରେ ପାଳନ କରିଛ ଏବଂ ତୁମ୍ଭେମାନେ ଏହି ଆଜ୍ଞା ପାଳନ କଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ।