Joshua 4:15 — Compare Translations
5 translations compared side by side
Odia - 1840
"ଯେତବେେଳେ ଯାଜକମାନେ ନିଯମ ସିନ୍ଦକ୍ସ୍ଟକ ନଦୀ ମଧିଅରେ ପାର କରୁଥିଲେ ସେ ସମୟରେ ସମାନେେ ନଦୀ ରେ ଛିଡା ହାଇେଥିଲେ, ସେ ସମୟରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,
Odia Bible ERV 2004 (ପବିତ୍ର ବାଇବଲ)
ଯେତେବେଳେ ଯାଜକମାନେ ନିୟମ-ସିନ୍ଦୁକ ନଦୀ ମଧ୍ୟରେ ପାର କରୁଥିଲେ ସେ ସମୟରେ ସେମାନେ ନଦୀରେ ଛିଡ଼ା ହୋଇଥିଲେ, ସେ ସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,
Odia IRV 2017 (ଓଡିଆ ବାଇବେଲ)
ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,