Joshua 8:20 — Compare Translations
5 translations compared side by side
Odia - 1840
"ଅଯର ଲୋକମାନେ ପଛକକ୍ସ୍ଟ ବକ୍ସ୍ଟଲି ଦେଖିଲେ ସମାନଙ୍କେର ନଗର ନିଆଁ ରେ ଜଳକ୍ସ୍ଟଅଛି। ସମାନେେ ଦେଖିଲେ ଧୂଁଆ ଧାର ଆକାଶକକ୍ସ୍ଟ ଛକ୍ସ୍ଟଉଁଛି, ତେଣୁ ସମାନେେ ସମାନଙ୍କେର ଶକ୍ତି ଓ ସାହସ ହରାଇଲେ। ସମାନେେ ଆଉ ଇଶ୍ରାୟେଲ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇଲେ ନାହିଁ। ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡ଼ନ୍ତିକ୍ସ୍ଟଥିବା ଇଶ୍ରାୟେଲର ସୈନ୍ଯମାନେ ମଧ୍ଯ ଆଉ ଆଗଇେଲେ ନାହିଁ। ସମାନେେ ବକ୍ସ୍ଟଲି ପଡିଲେ ଓ ଅଯର ୈସନ୍ଯମାନଙ୍କୁ ଗୋଡ଼ାଇଲେ। ଅଯର ସୈନ୍ଯମାନଙ୍କ ପାଇଁ ଦୌଡି ପଳାଇବାକକ୍ସ୍ଟ ଆଉ ନିରାପଦ ସ୍ଥାନ ନଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏ ଉତ୍ତାରେ ଅୟର ଲୋକମାନେ ଆପଣା ପଛକୁ ଅନାଇ ଦେଖିଲେ, ଆଉ ଦେଖ, ନଗରର ଧୂମ ଆକାଶକୁ ଉଠୁଅଛି, ମାତ୍ର ଏଆଡ଼େ କି ସେଆଡ଼େ ପଳାଇବାକୁ ସେମାନଙ୍କର ବଳ ନ ଥିଲା; ଆଉ ଯେଉଁମାନେ ପ୍ରାନ୍ତରକୁ ପଳାଉଥିଲେ, ସେମାନେ ଫେରି ଗୋଡ଼ାଇବା ଲୋକମାନଙ୍କୁ ଆକ୍ରମଣ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଅୟର ଲୋକମାନେ ପଛକୁ ବୁଲି ଦେଖିଲେ, ସେମାନଙ୍କର ନଗର ନିଆଁରେ ଜଳୁଅଛି। ସେମାନେ ଦେଖିଲେ ଧୂଆଁ ଧାର ଆକାଶକୁ ଛୁଉଁଛି, ତେଣୁ ସେମାନେ ସେମାନଙ୍କର ଶକ୍ତି ଓ ସାହସ ହରାଇଲେ। ସେମାନେ ଆଉ ଇସ୍ରାଏଲ ସୈନ୍ୟମାନଙ୍କ ପଛରେ ଗୋଡ଼ାଇଲେ ନାହିଁ। ମରୁଭୂମି ଆଡ଼କୁ ଦୌଡ଼ୁଥିବା ଇସ୍ରାଏଲର ସୈନ୍ୟମାନେ ମଧ୍ୟ ଆଉ ଆଗେଇଲେ ନାହିଁ। ସେମାନେ ବୁଲି ପଡ଼ିଲେ ଓ ଅୟର ସୈନ୍ୟମାନଙ୍କୁ ଗୋଡ଼ାଇଲେ। ଅୟର ସୈନ୍ୟମାନଙ୍କ ପାଇଁ ଦୌଡ଼ି ପଳାଇବାକୁ ଆଉ ନିରାପଦ ସ୍ଥାନ ନ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଉତ୍ତାରେ ଅୟର ଲୋକମାନେ ଆପଣା ପଛକୁ ଅନାଇ ଦେଖିଲେ, ଆଉ ଦେଖ, ନଗରର ଧୂମ ଆକାଶକୁ ଉଠୁଅଛି, ମାତ୍ର ଏଆଡ଼େ କି ସେଆଡ଼େ ପଳାଇବାକୁ ସେମାନଙ୍କର ବଳ ନ ଥିଲା; ଆଉ ଯେଉଁମାନେ ପ୍ରାନ୍ତରକୁ ପଳାଉଥିଲେ, ସେମାନେ ଫେରି ଗୋଡ଼ାଇବା ଲୋକମାନଙ୍କୁ ଆକ୍ରମଣ କଲେ।
Odia IRV 2017 (ଓଡିଆ ବାଇବେଲ)
ଏ ଉତ୍ତାରେ ଅୟର ଲୋକମାନେ ଆପଣା ପଛକୁ ଅନାଇ ଦେଖିଲେ, ଆଉ ଦେଖ, ନଗରର ଧୂମ ଆକାଶକୁ ଉଠୁଅଛି, ମାତ୍ର ଏଆଡ଼େ କି ସେଆଡ଼େ ପଳାଇବାକୁ ସେମାନଙ୍କର ବଳ ନ ଥିଲା; ଆଉ ଯେଉଁମାନେ ପ୍ରାନ୍ତରକୁ ପଳାଉଥିଲେ, ସେମାନେ ଫେରି ଗୋଡ଼ାଇବା ଲୋକମାନଙ୍କୁ ଆକ୍ରମଣ କଲେ।