Jude 1:8 — Compare Translations

7 translations compared side by side

Odia - 1840
"ତୁମ୍ଭମାନଙ୍କ ଦଳ ରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସମାନେେ ସ୍ବପ୍ନ ଦ୍ବାରା ପରିଚାଳିତ ହୁଅନ୍ତି। ସମାନେେ ନିଜ ଶରୀରକୁ ପାପ କାର୍ୟ୍ଯ ରେ ଦୂଷିତ କରନ୍ତି। ସମାନେେ ପରମେଶ୍ବରଙ୍କର କତ୍ତୃର୍ତ୍ବକୁ ଅସ୍ବୀକାର କରନ୍ତି ଓ ଗୌରବମୟ ସ୍ବର୍ଗଦୂତମାନଙ୍କ ବିରୁଦ୍ଧ ରେ ବହୁତ ମନ୍ଦ କଥା କହନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ଏହି ସ୍ଵପ୍ନଦର୍ଶକମାନେ ମଧ୍ୟ ସେହିପରି ଶରୀରକୁ ଅଶୁଚି କରନ୍ତି, ପ୍ରଭୁତ୍ଵ ଅବଜ୍ଞା କରନ୍ତି ଓ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହିପରି ଏହି ଲୋକମାନେ ସ୍ୱପ୍ନାଦେଶ ପାଇଛନ୍ତି ଭାବି ନିଜ ନିଜ ଶରୀର ବିରୁଦ୍ଧରେ ପାପ କରନ୍ତି। ସେମାନେ ଈଶ୍ବରଙ୍କ କତ୍ତ୍ୱର୍ତ୍ୱ ଅବଜ୍ଞା କରନ୍ତି ଓ ସ୍ୱର୍ଗଦୂତ ମାନଙ୍କୁ ଅପମାନ କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭମାନଙ୍କ ଦଳରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସେମାନେ ସ୍ୱପ୍ନ ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ସେମାନେ ନିଜ ଶରୀରକୁ ପାପ କାର୍ଯ୍ୟରେ ଦୂଷିତ କରନ୍ତି। ସେମାନେ ପରମେଶ୍ୱରଙ୍କର କର୍ତ୍ତୃତ୍ୱକୁ ଅସ୍ୱୀକାର କରନ୍ତି ଓ ଗୌରବମୟ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ବହୁତ ମନ୍ଦ କଥା କହନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ଏହି ସ୍ୱପ୍ନଦର୍ଶକମାନେ ମଧ୍ୟ ସେହିପରି ଶରୀରକୁ ଅଶୁଚି କରନ୍ତି, ଅଧିକାରୀମାନଙ୍କର ଅବଜ୍ଞା କରନ୍ତି ଓ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରନ୍ତି।
Odia IRV 2017 (ଓଡିଆ ବାଇବେଲ)
ତଥାପି ଏହି ସ୍ୱପ୍ନଦର୍ଶକମାନେ ମଧ୍ୟ ସେହିପରି ଶରୀରକୁ ଅଶୁଚି କରନ୍ତି, ପ୍ରଭୁତ୍ୱ ଅବଜ୍ଞା କରନ୍ତି ଓ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಚ್ ತೆಂಚಿ ದರ್ಶನಾಚ್ ತೆಂಕಾ ವಾಟ್ ದಾಕ್ವುತ್ಯಾತ್ ಅಪ್ಲ್ಯಾ ಪಾಪಾನಿಚ್ ಅಪ್ನಾಕ್ ಅಶುದ್ದ್ ಕರುನ್ ಘೆತಾತ್. ತೆನಿ ಧನಿಯಾಚೊ ಅಧಿಕಾರ್ ತಿರಸ್ಕಾರ್ ಕರ್ತಾತ್, ಮೊಟ್ಯಾ ಮಹಿಮೆಚ್ಯಾ ದೆವಾಚ್ಯಾ ದುತಾಂಚ್ಯಾ ವಿರೊದ್ ಹೊವ್ನ್ ಬುರ್ಶೆಚ್ ಸಾಂಗ್ತಾತ್.