Jude 1:9 — Compare Translations

7 translations compared side by side

Odia - 1840
"ପ୍ରଧାନ ସ୍ବର୍ଗଦୂତ ମୀଖାଯଲେ ମଧ୍ଯ ଏହା କରି ନ ଥିଲେ। ସେ ମାଶାଙ୍କେ ଶରୀର ନବୋ ବିଷୟ ରେ ଶୟତାନ ସହିତ ୟୁକ୍ତି କରିଥିଲେ। କିନ୍ତୁ ମୀଖାଯଲେ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ହୋଇ ନ ଥିଲେ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରଧାନ ସ୍ୱର୍ଗଦୂତ ମିଖାଏଲ ମଧ୍ୟ ଏପରି ଆଚରଣ କରି ନ ଥିଲେ। ମୋଶାଙ୍କ ସମାଧି ନେଇ ଶୟତାନ ସହିତ ତର୍କ ବିତର୍କ କରିବ ସମୟରେ ମିଖାଏଲ ଅପମାନସୂଚକ ଭାଷା ପ୍ରୟୋଗ କରି ଶୟତାନର ବିଚାର କରି ନ ଥିଲେ। ସେ କେବଳ କହିଥିଲେ, “ପ୍ରଭୁ ତୋତେ ଉର୍ତ୍ସନା କରନ୍ତୁ।”
Odia Bible ERV 2004 (ପବିତ୍ର ବାଇବଲ)
ପ୍ରଧାନ ସ୍ୱର୍ଗଦୂତ ମୀଖାୟେଲ ମଧ୍ୟ ଏହା କରି ନ ଥିଲେ। ସେ ମୋଶାଙ୍କ ଶରୀର ନେବା ବିଷୟରେ ଶୟତାନ ସହିତ ଯୁକ୍ତି କରିଥିଲେ। କିନ୍ତୁ ମୀଖାୟେଲ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, “ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ନ ହୋଇ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ନ ହୋଇ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮುಖ್ಯ್ ದೆವಾಚ್ಯಾ ದುತಾ ಮಿಂಗೆಲಾನ್ ಮೊಯ್ಜೆಚ್ಯಾ ಮಡ್ಯಾಚ್ಯಾ ವಿಶಯಾತ್ ಸೈತಾನಾಚ್ಯಾ ವಾಂಗ್ಡಾ ವಾದ್ ಖೆಳ್ತಾನಾ, ತೆನಿ ತೆಕಾ ಬರೆ ಬುರ್ಶೆ ಬೊಲುನ್ ತೆಕಾ ತೆಚಿ ಮರ್ಯಾದ್ ಕಾಡುಕ್ ಧೈರೊ ಕರುಕ್ ನಾ, ತೆನಿ ತೆಕಾ,“ಧನಿ ತುಕಾ ಗದ್ಮುಂದಿತ್,” ಮಟ್ಲ್ಯಾನ್.