Judges 1:14 — Compare Translations

5 translations compared side by side

Odia - 1840
"ତାଙ୍କର ସ୍ବାମୀ ଅତ୍ନୀଯେଲ୍ଙ୍କ ସଙ୍ଗ ରେ ୟିବା ସମୟରେ, ଅକଷାର ତାଙ୍କ ପିତାକକ୍ସ୍ଟ ଖଣ୍ଡେ ଭୂମି ପାଇଁ ପଗ୍ଭରିବାକକ୍ସ୍ଟ, ତାଙ୍କୁ ଉପଦେଶ ଦେଲେ। ଯେତବେେଳେ ସେ ଘୋଡାରକ୍ସ୍ଟ ଓହ୍ଲାଇ ପଡିଲେ, କାଲେବ୍ ତାଙ୍କୁ ପଚାରିଲେ, ଭୂଲ୍ କ'ଣ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ତେ କ୍ଷେତ ମାଗିବା ପାଇଁ ସ୍ଵାମୀକି ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ୍ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ ।
Odia Bible ERV 2004 (ପବିତ୍ର ବାଇବଲ)
ତାଙ୍କର ସ୍ୱାମୀ ଅତ୍ନୀୟେଲଙ୍କୁ ସଙ୍ଗରେ ଯିବା ସମୟରେ, ଅ‌କ୍‌ଷାର ତାଙ୍କ ପିତାକୁ ଖଣ୍ଡେ ଭୂମି ପାଇଁ ପଗ୍ଭରିବାକୁ, ତାଙ୍କୁ ଉପଦେଶ ଦେଲେ। ଯେତେବେଳେ ସେ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ, କାଲେବ୍ ତାଙ୍କୁ ପଗ୍ଭରିଲେ, “ଭୁଲ୍ କ’ଣ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକୁ ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ ତାହାକୁ କହିଲେ, “ତୁମ୍ଭେ କଅଣ ଚାହଁ?”
Odia IRV 2017 (ଓଡିଆ ବାଇବେଲ)
ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକି ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ ତାହାକୁ କହିଲେ, “ତୁମ୍ଭେ କଅଣ ଚାହଁ?”