Judges 1:25 — Compare Translations
5 translations compared side by side
Odia - 1840
"ସହେି ବ୍ଯକ୍ତିଜଣକ ଅନକ୍ସ୍ଟଚରମାନଙ୍କୁ ସହରକକ୍ସ୍ଟ ଗକ୍ସ୍ଟଲ୍ଗପଥ ଦଖାଇେ ଥିଲେ। ଯୋଷଫେର ପରିବାରବର୍ଗ ଖଣ୍ତା ରେ ବୈଥେଲ୍ର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସହେି ଲୋକଙ୍କକ୍ସ୍ଟ ମାରି ନଥିଲେ ୟିଏ ସମାନଙ୍କେୁ ଗକ୍ସ୍ଟଲ୍ଗପଥ ଦଖାଇେଥିଲେ। ସମାନେେ ତାକକ୍ସ୍ଟ ଓ ତାହାର ପରିବାରବର୍ଗକକ୍ସ୍ଟ ସ୍ବାଧିନ ଭାବରେ ୟିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶିବା ପଥ ଦେଖାନ୍ତେ, ସେମାନେ ଖଡ଼୍ଗଧାରରେ ସେହି ନଗର ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ବ୍ୟକ୍ତିଜଣକ ଅନୁଚରମାନଙ୍କୁ ସହରର ଗୁପ୍ତପଥ ଦେଖାଇ ଥିଲେ। ଯୋଷେଫଙ୍କର ପରିବାରବର୍ଗ ଖଣ୍ଡାରେ ବୈଥେଲ୍ର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେହି ଲୋକଙ୍କୁ ମାରି ନ ଥିଲେ ଯିଏ ସେମାନଙ୍କୁ ଗୁପ୍ତପଥ ଦେଖାଇଥିଲେ। ସେମାନେ ତାଙ୍କୁ ଓ ତାହାର ପରିବାରବର୍ଗକୁ ସ୍ୱାଧୀନ ଭାବରେ ଯିବାକୁ ଅନୁମତି ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶ କରିବା ପଥ ଦେଖାନ୍ତେ, ସେମାନେ ଖଡ୍ଗଧାରରେ ସେହି ନଗରକୁ ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ।
Odia IRV 2017 (ଓଡିଆ ବାଇବେଲ)
ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶ କରିବା ପଥ ଦେଖାନ୍ତେ, ସେମାନେ ଖଡ୍ଗଧାରରେ ସେହି ନଗରକୁ ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ।