Judges 1:7 — Compare Translations

5 translations compared side by side

Odia - 1840
"ଏହାପରେ ଅଦୋନୀବଷେକ୍ ସମାନଙ୍କେୁ କହିଲେ, ହସ୍ତପାଦର ଛିନ୍ନା ଅଙ୍ଗକ୍ସ୍ଟଳି ସତକ୍ସ୍ଟରି ଜଣ ରାଜା ଆମ୍ଭ ମଜେ ତଳେ ନିଜର ଆହାର ସାଉଣ୍ଟକ୍ସ୍ଟ ଥିଲେ। ମୁ ଯେପରି କରିଥିଲି ପରମେଶ୍ବର ମାେତେ ସହେିପରି ଦେଲେ। ଏହାପରେ ୟିହକ୍ସ୍ଟଦାର ଲୋକମାନେ ଅଦୋନୀବଷେକ୍ଙ୍କକ୍ସ୍ଟ ଯିରୁଶାଲମକୁ ଆଣିଲେ ଓ ସେ ସଠାେରେ ମୃତକ୍ସ୍ଟ୍ଯବରଣ କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ଅଦୋନୀବେଷକ କହିଲା, ହସ୍ତପାଦର ଛିନ୍ନବୃଦ୍ଧାଙ୍ଗୁଳି ତିନି କୋଡ଼ି ଦଶ ରାଜା ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ଵର ସେପରି ମୋତେ ପ୍ରତିଫଳ ଦେଲେ । ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ଅଦୋନୀବେଷକ୍ ସେମାନଙ୍କୁ କହିଲା, “ହସ୍ତପାଦର ଛିନ୍ନା ଅଙ୍ଗୁଳି ସତୁରି ଜଣ ରାଜା ଆମ୍ଭ ମେଜ ତଳେ ନିଜର ଆହାର ସାଉଣ୍ଟୁ ଥିଲେ। ମୁଁ ଯେପରି କରିଥିଲି ପରମେଶ୍ୱର ମୋତେ ସେହିପରି ଦେଲେ।” ଏହା ପରେ ଯିହୁଦାର ଲୋକମାନେ ଅଦୋନୀବେଷ‌କ୍‌କୁ ଯିରୁଶାଲମକୁ ଆଣିଲେ ଓ ସେ ସେଠାରେ ମୃତ୍ୟୁବରଣ କଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ଅଦୋନୀବେଷକ୍‌ କହିଲା, “ସତୁରି ଜଣ ରାଜା ଯାହାଙ୍କର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛିନ୍ନ କରାଯାଇଥିଲା, ସେମାନେ ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ।” ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା।
Odia IRV 2017 (ଓଡିଆ ବାଇବେଲ)