Judges 10:3 — Compare Translations

5 translations compared side by side

Odia - 1840
"ଏହାପରେ ପରମେଶ୍ବର ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ପଠାଇଲେ। ତାଙ୍କର ନାମ ଥିଲା ୟାଯୀର ଯେ କି ଥିଲେ ଗିଲିଯଦର ଅଧିବାସୀ। ୟାଯୀର ଇଶ୍ରାୟେଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହାଇେ ରହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ଉତ୍ତାରେ ଗିଲୀୟଦୀୟ ଯାୟୀର ଉତ୍ପନ୍ନ ହେଲେ, ସେ ବାଇଶ ବର୍ଷ ଇସ୍ରାଏଲର ବିଚାର କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ବିଗ୍ଭରକ ଯାୟୀର ଏହା ପରେ ପରମେଶ୍ୱର ଆଉ ଜଣେ ବିଗ୍ଭରକଙ୍କୁ ପଠାଇଲେ। ତାଙ୍କର ନାମ ଥିଲା ଯାୟୀର ଯେ କି ଥିଲେ ଗିଲିୟଦର ଅଧିବାସୀ। ଯାୟୀର ଇସ୍ରାଏଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହୋଇ ରହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ଉତ୍ତାରେ ଗିଲୀୟଦୀୟ ଯାୟୀର ବିଚାରକର୍ତ୍ତା ହୋଇ ଉଠିଲେ, ସେ ବାଇଶ ବର୍ଷ ଇସ୍ରାଏଲର ବିଚାର କଲେ।
Odia IRV 2017 (ଓଡିଆ ବାଇବେଲ)
ତାହା ଉତ୍ତାରେ ଗିଲୀୟଦୀୟ ଯାୟୀର ବିଚାରକର୍ତ୍ତା ହୋଇ ଉଠିଲେ, ସେ ବାଇଶ ବର୍ଷ ଇସ୍ରାଏଲର ବିଚାର କଲେ।