Judges 11:13 — Compare Translations

5 translations compared side by side

Odia - 1840
"ଅମ୍ମାନେୀୟର ରାଜା ୟିଲ୍ଗହଙ୍କର ଦୂତକକ୍ସ୍ଟ କହିଲେ, ଆମ୍ଭମାନେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରୁଛକ୍ସ୍ଟ କାରଣ ଇଶ୍ରାୟେଲ ଲୋକମାନେ ଅେମ୍ମାନୀୟଙ୍କର ଭୂମିକକ୍ସ୍ଟ ବଳପୂର୍ବକ ଅଧିକାର କରି ନଇେଛନ୍ତି। ଯେତବେେଳେ ସମାନେେ ମିଶରରକ୍ସ୍ଟ ଆସିଲେ। ସମାନେେ ଅର୍ନୋନଠାରକ୍ସ୍ଟ ଯଦ୍ଦୋକ୍ ଓ ୟର୍ଦ୍ଦନ ପର୍ୟ୍ଯନ୍ତ ସମସ୍ତ ବଳପୂର୍ବକ ଅଧିକାର କଲେ ଓ ନିଜର କରି ନେଲେ। ବର୍ତ୍ତମାନ ସହେି ଭୂମିକକ୍ସ୍ଟ ନିର୍ବିଘ୍ନ ରେ ଆମ୍ଭମାନଙ୍କୁ ଫରୋଇ ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଅମ୍ମୋନ୍-ସନ୍ତାନଗଣର ରାଜା ଯିପ୍ତହଙ୍କ ଦୂତମାନଙ୍କୁ କହିଲା, କାରଣ ଏହି, ଇସ୍ରାଏଲ ଯେତେବେଳେ ମିସରରୁ ବାହାର ହୋଇ ଆସିଲେ, ସେତେବେଳେ ଅର୍ଣ୍ଣୋନଠାରୁ ଯବ୍ବୋକ୍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ମୋହର ଭୂମି ହରଣ କଲେ; ଏଣୁ ଏବେ ନିର୍ବିରୋଧରେ ତାହା ଫେରାଇ ଦିଅ ।
Odia Bible ERV 2004 (ପବିତ୍ର ବାଇବଲ)
ଅମ୍ମୋନୀୟର ରାଜା ଯିପ୍ତହଙ୍କର ଦୂତକୁ କହିଲେ, “ଆମ୍ଭେମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଛୁ କାରଣ ଇସ୍ରାଏଲ ଲୋକମାନେ ଅମ୍ମୋନୀୟଙ୍କର ଭୂମିକୁ ବଳପୂର୍ବକ ଅଧିକାର କରି ନେଇଛନ୍ତି। ଯେତେବେଳେ ସେମାନେ ମିଶରରୁ ଆସିଲେ। ସେମାନେ ଅର୍ଣ୍ଣୋନଠାରୁ ଯବ୍ବୋକ୍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ସମସ୍ତ ବଳପୂର୍ବକ ଅଧିକାର କଲେ ଓ ନିଜର କରି ନେଲେ। ବର୍ତ୍ତମାନ ସେହି ଭୂମିକୁ ନିର୍ବିଘ୍ନରେ ଆମ୍ଭମାନଙ୍କୁ ଫେରାଇ ଦିଅ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଅମ୍ମୋନ-ସନ୍ତାନଗଣର ରାଜା ଯିପ୍ତହଙ୍କ ଦୂତମାନଙ୍କୁ କହିଲା, “କାରଣ ଏହି, ଇସ୍ରାଏଲ ଯେତେବେଳେ ମିସରରୁ ବାହାର ହୋଇ ଆସିଲେ, ସେତେବେଳେ ଅର୍ଣ୍ଣୋନଠାରୁ ଯବ୍ବୋକ୍‍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ମୋହର ଭୂମି ହରଣ କଲେ; ଏଣୁ ଏବେ ବିରୋଧ ନ କରି ତାହା ଫେରାଇ ଦିଅ।”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଅମ୍ମୋନ-ସନ୍ତାନଗଣର ରାଜା ଯିପ୍ତହଙ୍କ ଦୂତମାନଙ୍କୁ କହିଲା, କାରଣ ଏହି, ଇସ୍ରାଏଲ ଯେତେବେଳେ ମିସରରୁ ବାହାର ହୋଇ ଆସିଲେ, ସେତେବେଳେ ଅର୍ଣ୍ଣୋନଠାରୁ ଯବ୍ବୋକ୍‍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ମୋହର ଭୂମି ହରଣ କଲେ; ଏଣୁ ଏବେ ବିରୋଧ ନ କରି ତାହା ଫେରାଇ ଦିଅ।