Judges 11:14 — Compare Translations
5 translations compared side by side
Odia - 1840
"ତେଣୁ ଦୂତଗଣ ଏହି ଖବର ଆଣି ୟିଲ୍ଗହକକ୍ସ୍ଟ ଦେଲେ। ଏହାପରେ ୟିଲ୍ଗହ ପକ୍ସ୍ଟନର୍ବାର ଅମ୍ମାନରେ ରାଜା ନିକଟକକ୍ସ୍ଟ ଦୂତ ପଠାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଯିପ୍ତହ ଅମ୍ମୋନ୍-ସନ୍ତାନଗଣର ରାଜା ନିକଟକୁ ପୁନର୍ବାର ଦୂତ ପଠାଇ ତାହାକୁ କହିଲେ;
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଦୂତଗଣ ଏହି ଖବର ଆଣି ଯିପ୍ତହକୁ ଦେଲେ। ଏହା ପରେ ଯିପ୍ତହ ପୁନର୍ବାର ଅମ୍ମୋନର ରାଜା ନିକଟକୁ ଦୂତ ପଠାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଯିପ୍ତହ ଅମ୍ମୋନ-ସନ୍ତାନଗଣର ରାଜା ନିକଟକୁ ପୁନର୍ବାର ଦୂତ ପଠାଇ ତାହାକୁ କହିଲେ;
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଯିପ୍ତହ ଅମ୍ମୋନ-ସନ୍ତାନଗଣର ରାଜା ନିକଟକୁ ପୁନର୍ବାର ଦୂତ ପଠାଇ ତାହାକୁ କହିଲେ;