Judges 11:23 — Compare Translations

5 translations compared side by side

Odia - 1840
"ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଇମ୍ ମାରେୀଯମାନଙ୍କୁ ସମାନଙ୍କେର ଦେଶଠାରକ୍ସ୍ଟ ଜାରେ ଜବରଦସ୍ତ ତଡିଲେ ଓ ତାଙ୍କର ଲୋକମାନଙ୍କୁ ସହେି ଭୂମି ଦେଲେ। ତୁମ୍ଭେ କ'ଣ ଭାବକ୍ସ୍ଟଛ ଯେ ବର୍ତ୍ତମାନ ଇଶ୍ରାୟେଲୀୟମାନଙ୍କୁ ଏଠାରକ୍ସ୍ଟ ତଡି ଦଇେ ପାରିବ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଆପଣା ଲୋକ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କରିଅଛନ୍ତି, ଏବେ ତୁମ୍ଭେ କି ସେସବୁ ଅଧିକାର କରିବ?
Odia Bible ERV 2004 (ପବିତ୍ର ବାଇବଲ)
“ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇମୋରୀୟମାନଙ୍କୁ ସେମାନଙ୍କର ଦେଶଠାରୁ ଜୋର ଜବରଦସ୍ତ ତଡ଼ିଲେ ଓ ତାଙ୍କର ଲୋକମାନଙ୍କୁ ସେହି ଭୂମି ଦେଲେ। ତୁମ୍ଭେ କ’ଣ ଭାବୁଛ ଯେ ବର୍ତ୍ତମାନ ଇସ୍ରାଏଲୀୟମାନଙ୍କୁ ଏଠାରୁ ତଡ଼ି ଦେଇ ପାରିବ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କରିଅଛନ୍ତି, ଏବେ ତୁମ୍ଭେ କି ସେସବୁ ଅଧିକାର କରିବ?
Odia IRV 2017 (ଓଡିଆ ବାଇବେଲ)
ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କରିଅଛନ୍ତି, ଏବେ ତୁମ୍ଭେ କି ସେସବୁ ଅଧିକାର କରିବ?