Judges 11:28 — Compare Translations

5 translations compared side by side

Odia - 1840
"ତଥାପି ଅମ୍ମାନରେ ରାଜା ୟିଲ୍ଗହଙ୍କ ବାର୍ତ୍ତା ଶୁଣିଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ଯିପ୍ତହଙ୍କ ପ୍ରେରିତ କଥା ଅମ୍ମୋନ୍-ସନ୍ତାନଗଣର ରାଜା ଶୁଣିଲା ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ତଥାପି ଅମ୍ମୋନର ରାଜା ଯିପ୍ତହଙ୍କ ବାର୍ତ୍ତା ଶୁଣିଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ଯିପ୍ତହଙ୍କ ପ୍ରେରିତ କଥା ଅମ୍ମୋନ-ସନ୍ତାନଗଣର ରାଜା ଶୁଣିଲା ନାହିଁ।
Odia IRV 2017 (ଓଡିଆ ବାଇବେଲ)
ତଥାପି ଯିପ୍ତହଙ୍କ ପ୍ରେରିତ କଥା ଅମ୍ମୋନ ସନ୍ତାନଗଣର ରାଜା ଶୁଣିଲା ନାହିଁ।