Judges 11:37 — Compare Translations

5 translations compared side by side

Odia - 1840
"ସେ ଆହକ୍ସ୍ଟରି ତାଙ୍କ ପିତାଙ୍କୁ କହିଲା, କିନ୍ତୁ ପ୍ରଥମେ ମାେ ପାଇଁ ଏହିପରି କର। ମାେତେ ପ୍ରଥମେ ଦକ୍ସ୍ଟଇମାସ ଏକକ୍ସ୍ଟଟିଆ ରହିବାକକ୍ସ୍ଟ ଦିଅ। ତହିଁରେ ମୁ ମାରେ ସାଙ୍ଗମାନଙ୍କ ସଙ୍ଗ ରେ ପର୍ବତମଯ ସ୍ଥାନକକ୍ସ୍ଟ ୟାଇ ନିଜର କକ୍ସ୍ଟମାରିତ୍ବ ବିଷଯ ରେ ବିଳାପ କରିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି ସେ ଆପଣା ପିତାକୁ କହିଲା, ମୋʼ ପାଇଁ ଏହି କଥା କରାଯାଉନ୍ତମୋତେ ଦୁଇ ମାସ ଛାଡ଼ିଦିଅ, ତହିଁରେ ମୁଁ ଆପଣା ସଖୀମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣା କୁମାରୀତ୍ଵ ବିଷୟରେ ବିଳାପ କରିବି ।
Odia Bible ERV 2004 (ପବିତ୍ର ବାଇବଲ)
ସେ ଆହୁରି ତାଙ୍କ ପିତାଙ୍କୁ କହିଲା, “କିନ୍ତୁ ପ୍ରଥମେ ମୋ’ ପାଇଁ ଏହିପରି କର। ମୋତେ ପ୍ରଥମେ ଦୁଇମାସ ଏକୁଟିଆ ରହିବାକୁ ଦିଅ। ତହିଁରେ ମୁଁ ମୋର ସାଙ୍ଗମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ନିଜର କୁମାରିତ୍ୱ ବିଷୟରେ ବିଳାପ କରିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି ସେ ଆପଣା ପିତାକୁ କହିଲା, “ମୋʼ ପାଇଁ ଏହି କଥା କରାଯାଉ; ମୋତେ ଦୁଇ ମାସ ଛାଡ଼ିଦିଅ, ତହିଁରେ ମୁଁ ଆପଣା ସଖୀମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣା କୁମାରୀତ୍ୱ ବିଷୟରେ ବିଳାପ କରିବି।”
Odia IRV 2017 (ଓଡିଆ ବାଇବେଲ)
ଆହୁରି ସେ ଆପଣା ପିତାକୁ କହିଲା, ମୋ’ ପାଇଁ ଏହି କଥା କରାଯାଉ; ମୋତେ ଦୁଇ ମାସ ଛାଡ଼ିଦିଅ, ତହିଁରେ ମୁଁ ଆପଣା ସଖୀମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣା କୁମାରୀତ୍ୱ ବିଷୟରେ ବିଳାପ କରିବି।