Judges 11:39 — Compare Translations
5 translations compared side by side
Odia - 1840
"ଦକ୍ସ୍ଟଇମାସ ଶଷେ ରେ ୟିଲ୍ଗହର କନ୍ଯା ତାଙ୍କର ପିତାଙ୍କ ନିକଟକକ୍ସ୍ଟ ଫରେି ଆସିଲେ। ୟିଲ୍ଗହ ଏହିପରି କଲେ ସେ ଯେପରି ଭାବରେ ସଦାପ୍ରଭୁଙ୍କଠା ରେ ଶପଥ କରିଥିଲେ। ୟିଲ୍ଗହଙ୍କର କନ୍ଯା କାହାରି ସହିତ ୟୌନ ସଂପର୍କ ରଖିଲେ ନାହିଁ। ତେଣୁ ଏହା ଇଶ୍ରାୟେଲର ଏକ ପ୍ରଥା ରୂପେ ରହିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଦୁଇ ମାସ ଶେଷରେ ସେ ଆପଣା ପିତା ନିକଟକୁ ଫେରି ଆସିଲା, ତହିଁରେ ପିତା ଆପଣା ମନାସିଲାର ମାନତ ଅନୁସାରେ ତାହା ପ୍ରତି କଲେ । ସେ ପୁରୁଷର ପରିଚୟ ପାଇ ନ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଦୁଇମାସ ଶେଷରେ ଯିପ୍ତହର କନ୍ୟା ତାଙ୍କର ପିତାଙ୍କ ନିକଟକୁ ଫେରି ଆସିଲେ। ଯିପ୍ତହ ଏହିପରି କଲେ ସେ ଯେପରି ଭାବରେ ସଦାପ୍ରଭୁଙ୍କଠାରେ ଶପଥ କରିଥିଲେ। ଯିପ୍ତହଙ୍କର କନ୍ୟା କାହାରି ସହିତ ଯୌନ ସମ୍ପର୍କ ରଖିଲେ ନାହିଁ। ତେଣୁ ଏହା ଇସ୍ରାଏଲର ଏକ ପ୍ରଥା ରୂପେ ରହିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଦୁଇ ମାସ ଶେଷରେ ସେ ଆପଣା ପିତା ନିକଟକୁ ଫେରି ଆସିଲା, ତହିଁରେ ପିତା ଆପଣା ମନାସିଲାର ମାନତ ଅନୁସାରେ ତାହା ପ୍ରତି କଲେ। ସେ ପୁରୁଷର ପରିଚୟ ପାଇ ନ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଦୁଇ ମାସ ଶେଷରେ ସେ ଆପଣା ପିତା ନିକଟକୁ ଫେରି ଆସିଲା, ତହିଁରେ ପିତା ଆପଣା ମନାସିଲାର ମାନତ ଅନୁସାରେ ତାହା ପ୍ରତି କଲେ। ସେ ପୁରୁଷର ପରିଚୟ ପାଇ ନ ଥିଲା।