Judges 12:13 — Compare Translations
5 translations compared side by side
Odia - 1840
"ଏଲୋନଙ୍କର ମୃତକ୍ସ୍ଟ୍ଯପରେ ହିଲ୍ଲଲରେ ପକ୍ସ୍ଟତ୍ର ଅବ୍ଦୋନ୍ ଇଶ୍ରାୟେଲର ବିଗ୍ଭରକ ହେଲେ। ସେ ଫିରିଯାଥୋନ ସହରର ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ଉତ୍ତାରେ ଫିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍ଦୋନ୍ ଇସ୍ରାଏଲର ବିଚାର କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ବିଗ୍ଭରକ ଅବ୍ଦୋନ୍ ଏଲୋନଙ୍କର ମୃତ୍ୟୁପରେ ହିଲ୍ଲେଲର ପୁତ୍ର ଅବ୍ଦୋନ୍ ଇସ୍ରାଏଲର ବିଗ୍ଭରକ ହେଲେ। ସେ ଫେରିୟାଥୋନ ସହରର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍ଦୋନ୍ ଇସ୍ରାଏଲର ବିଚାର କଲେ।
Odia IRV 2017 (ଓଡିଆ ବାଇବେଲ)
ତାହା ଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍ଦୋନ୍ ଇସ୍ରାଏଲର ବିଚାର କଲେ।