Judges 12:8 — Compare Translations

5 translations compared side by side

Odia - 1840
"ୟିଲ୍ଗହଙ୍କ ପରେ ଇଶ୍ରାୟେଲ ରେ ଅନ୍ୟ ଜଣେ ଲୋକ ବିଗ୍ଭରକ ହେଲେ ତାଙ୍କ ନାମ ଇବସନ୍। ସେ ଥିଲେ ବୈଥଲହମେ ସହରର ଲୋକ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ଉତ୍ତାରେ ବେଥଲିହିମୀୟ ଇବ୍ସନ୍ ଇସ୍ରାଏଲର ବିଚାର କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ବିଗ୍ଭରକ ଇ‌ବ୍‌ସନ୍ ଯିପ୍ତହଙ୍କ ପରେ ଇସ୍ରାଏଲରେ ଅନ୍ୟ ଜଣେ ଲୋକ ବିଗ୍ଭରକ ହେଲେ ତାଙ୍କ ନାମ ଇ‌ବ୍‌ସନ୍। ସେ ଥିଲେ ବୈ‌ଥ୍‌ଲେହମ ସହରର ଲୋକ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ଉତ୍ତାରେ ବେଥଲିହିମର ଇବ୍‍ସନ୍‍ ଇସ୍ରାଏଲର ବିଚାର କଲେ।
Odia IRV 2017 (ଓଡିଆ ବାଇବେଲ)
ତାହା ଉତ୍ତାରେ ବେଥଲିହିମର ଇବ୍‍ସନ୍‍ ଇସ୍ରାଏଲର ବିଚାର କଲେ।