Judges 13:11 — Compare Translations

5 translations compared side by side

Odia - 1840
"ମ ନୋହ ଉଠି ତାଙ୍କ ସ୍ତ୍ରୀଙ୍କ ପେଛ ପେଛ ଗଲେ। ଏବଂ ମ ନୋହ ତାଙ୍କୁ ପଚାରିଲେ, ଆପଣ ସହେି ଲୋକ ୟିଏକି ମାେ ସ୍ତ୍ରୀଙ୍କକ୍ସ୍ଟ ଆଗରକ୍ସ୍ଟ ଦଖାେ ଦଇେଥିଲେ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ମାନୋହ ଉଠି ଆପଣା ଭାର୍ଯ୍ୟାର ପଛେ ପଛେ ଗଲା ଓ ସେହି ଲୋକଙ୍କ ନିକଟକୁ ଆସି ତାହାଙ୍କୁ କହିଲା, ଏହି ସ୍ତ୍ରୀ ସଙ୍ଗରେ ଯେ କଥା କହିଥିଲେ, ସେ କି ଆପଣ? ସେ କହିଲେ, ଆମ୍ଭେ ।
Odia Bible ERV 2004 (ପବିତ୍ର ବାଇବଲ)
ମାନୋହ ଉଠି ତାଙ୍କ ସ୍ତ୍ରୀଙ୍କ ପଛେ ପଛେ ଗଲା। ଏବଂ ମାନୋହ ତାଙ୍କୁ ପଗ୍ଭରିଲେ, “ଆପଣ କ’ଣ ସେହି ଲୋକ ଯିଏ କି ମୋ’ ସ୍ତ୍ରୀଙ୍କୁ ଆଗରୁ ଦେଖା ଦେଇଥିଲେ?” ଦୂତ ଜଣକ କହିଲେ “ହଁ, ମୁଁ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ମାନୋହ ଉଠି ଆପଣା ଭାର୍ଯ୍ୟାର ପଛେ ପଛେ ଗଲା ଓ ସେହି ଲୋକଙ୍କ ନିକଟକୁ ଆସି ତାହାଙ୍କୁ କହିଲା, “ଏହି ସ୍ତ୍ରୀ ସଙ୍ଗରେ ଯେ କଥା କହିଥିଲେ, ସେ କି ଆପଣ?” ସେ କହିଲେ, “ହଁ, ମୁଁ ସେହି।”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ମାନୋହ ଉଠି ଆପଣା ଭାର୍ଯ୍ୟାର ପଛେ ପଛେ ଗଲା ଓ ସେହି ଲୋକଙ୍କ ନିକଟକୁ ଆସି ତାହାଙ୍କୁ କହିଲା, ଏହି ସ୍ତ୍ରୀ ସଙ୍ଗରେ ଯେ କଥା କହିଥିଲେ, ସେ କି ଆପଣ? ସେ କହିଲେ, “ହଁ, ମୁଁ ସେହି।”