Judges 13:20 — Compare Translations

5 translations compared side by side

Odia - 1840
"ମ ନୋହ ଏବଂ ତାଙ୍କର ସ୍ତ୍ରୀ କ'ଣ ସବୁ ଘଟକ୍ସ୍ଟଛି ତାହା ଦେଖକ୍ସ୍ଟଥାନ୍ତି। ଯେତବେେଳେ ଅଗ୍ନିଶିଖା ୟଜ୍ଞବଦେୀରକ୍ସ୍ଟ ଆକାଶକକ୍ସ୍ଟ ଉଠିଲା, ସେତବେେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ବର୍ଗକକ୍ସ୍ଟ ଗ୍ଭଲିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦିର ଅଗ୍ନିଶିଖାରେ ଊର୍ଦ୍ଧ୍ଵଗମନ କଲେ । ସେ ସମୟରେ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ; ଆଉ ସେମାନେ ଭୂମିରେ ମୁହଁମାଡ଼ି ପଡ଼ିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ମାନୋହ ଏବଂ ତାଙ୍କର ସ୍ତ୍ରୀ କ’ଣ ସବୁ ଘଟୁଛି ତାହା ଦେଖୁଥା’ନ୍ତି। ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ୱର୍ଗକୁ ଗ୍ଭଲିଗଲେ। ଏହା ପରେ ସେହି ଦମ୍ପତ୍ତି ଭୂମିରେ ପଡ଼ିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦିର ଅଗ୍ନିଶିଖାରେ ଊର୍ଦ୍ଧ୍ୱଗମନ କଲେ। ସେସମୟରେ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ; ଆଉ ସେମାନେ ଭୂମିରେ ମୁହଁ ମାଡ଼ି ପଡ଼ିଲେ।
Odia IRV 2017 (ଓଡିଆ ବାଇବେଲ)
ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦିର ଅଗ୍ନିଶିଖାରେ ଉର୍ଦ୍ଧ୍ୱଗମନ କଲେ। ସେ ସମୟରେ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ; ଆଉ ସେମାନେ ଭୂମିରେ ମୁହଁମାଡ଼ି ପଡ଼ିଲେ।