Judges 13:25 — Compare Translations

5 translations compared side by side

Odia - 1840
"ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସଦାପ୍ରଭୁଙ୍କ ଆତ୍ମା ସରୀୟ ଓ ଇଷ୍ଟାୟୋଲ ମଧ୍ୟବର୍ତ୍ତୀ ମହନୀ-ଦାନରେ ତାହାକୁ ଚଳାଇବାକୁ ଲାଗିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସଦାପ୍ରଭୁଙ୍କର ଆତ୍ମା ତା’ର ଅନ୍ତରରେ କାମ କରିବାକୁ ଆରମ୍ଭ କଲା, ଯେତେବେଳେ ସେ ମହନୀ-ଦାନରେ ଥିଲା, ଯାହାକି ସରିୟ ଓ ଇଷ୍ଟାୟୋଲ ନଗର ଦ୍ୱୟ ମଧ୍ୟରେ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ସଦାପ୍ରଭୁଙ୍କ ଆତ୍ମା ସରାୟ ଓ ଇଷ୍ଟାୟୋଲ ମଧ୍ୟବର୍ତ୍ତୀ ମହନୀ-ଦାନରେ ତାହାକୁ ଚଳାଇବାକୁ ଲାଗିଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି ସଦାପ୍ରଭୁଙ୍କ ଆତ୍ମା ସରାୟ ଓ ଇଷ୍ଟାୟୋଲ ମଧ୍ୟବର୍ତ୍ତୀ ମହନୀ-ଦାନ୍‍ରେ ତାହାକୁ ଚଳାଇବାକୁ ଲାଗିଲେ।