Judges 13:9 — Compare Translations

5 translations compared side by side

Odia - 1840
"ପରମେଶ୍ବର ମନୋହର ପ୍ରାର୍ଥନା ଶୁଣିଲେ। ସହେି ସଦାପ୍ରଭୁଙ୍କର ଦୂତ ପକ୍ସ୍ଟନ୍ନରାଯ ସହେି ସ୍ତ୍ରୀ ଲୋକ ପାଖକକ୍ସ୍ଟ ଆସିଲେ, ସହେି ସ୍ତ୍ରୀ ଜଣଙ୍କ ଯେତବେେଳେ କ୍ଷତେ ରେ ତାଙ୍କ ସ୍ବାମୀଙ୍କ ବିନା ଏକା ଥିଲେ, ସହେି ସମୟରେ ଦୂତ ତାଙ୍କ ନିକଟକକ୍ସ୍ଟ ଆସିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ପରମେଶ୍ଵର ମାନୋହର ରବ ଶୁଣିଲେ; ପୁଣି ସେ ସ୍ତ୍ରୀ କ୍ଷେତ୍ରରେ ବସିଥିବା ବେଳେ ପରମେଶ୍ଵରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ; ମାତ୍ର ତାହାର ସ୍ଵାମୀ ମାନୋହ ତାହା ସଙ୍ଗରେ ନ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ମାନୋହର ପ୍ରାର୍ଥନା ଶୁଣିଲେ। ସେହି ସଦାପ୍ରଭୁଙ୍କର ଦୂତ ପୁନ୍ନରାୟ ସେହି ସ୍ତ୍ରୀଲୋକ ପାଖକୁ ଆସିଲେ, ସେହି ସ୍ତ୍ରୀ ଜଣକ ଯେତେବେଳେ କ୍ଷେତରେ ତାଙ୍କ ସ୍ୱାମୀଙ୍କ ବିନା ଏକା ଥିଲେ, ସେହି ସମୟରେ ଦୂତ ତାଙ୍କ ନିକଟକୁ ଆସିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ପରମେଶ୍ୱର ମାନୋହର ରବ ଶୁଣିଲେ; ପୁଣି ସେ ସ୍ତ୍ରୀ କ୍ଷେତ୍ରରେ ବସିଥିବା ବେଳେ ପରମେଶ୍ୱରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ; ମାତ୍ର ତାହାର ସ୍ୱାମୀ ମାନୋହ ତାହା ସଙ୍ଗରେ ନ ଥିଲା।
Odia IRV 2017 (ଓଡିଆ ବାଇବେଲ)
ତହୁଁ ପରମେଶ୍ୱର ମାନୋହର ରବ ଶୁଣିଲେ; ପୁଣି ସେ ସ୍ତ୍ରୀ କ୍ଷେତ୍ରରେ ବସିଥିବା ବେଳେ ପରମେଶ୍ୱରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ; ମାତ୍ର ତାହାର ସ୍ୱାମୀ ମାନୋହ ତାହା ସଙ୍ଗରେ ନ ଥିଲା।