Judges 15:17 — Compare Translations
5 translations compared side by side
Odia - 1840
"ଯେତବେେଳେ ଶାମ୍ଶାେନ୍ ଏକଥା କହିଲେ, ତା'ପରେ ସେ ଗଧର ହନକ୍ସ୍ଟହାଡକକ୍ସ୍ଟ ଫିଙ୍ଗି ଦେଲେ, ଏହାପରେ ସହେି ସ୍ଥାନର ନାମ ରାମତ୍ ଲିହି (ଥମାେଣିଗିରି) ରହିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା; ପୁଣି ସେହି ସ୍ଥାନର ନାମ ରାମତ୍-ଲିହୀ (ଥୋମଣି-ଗିରି) ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଯେତେବେଳେ ଶାମ୍ଶୋନ୍ ଏ କଥା କହିଲେ, ତା’ପରେ ସେ ଗଧର ହନୁହାଡ଼କୁ ଫିଙ୍ଗି ଦେଲେ, ଏହା ପରେ ସେହି ସ୍ଥାନର ନାମ ରାମତ୍ଲିହୀ (ଥୋମଣି ଗିରି) ରହିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା; ପୁଣି ସେହି ସ୍ଥାନର ନାମ ରାମତ୍-ଲିହୀ ହେଲା।
Odia IRV 2017 (ଓଡିଆ ବାଇବେଲ)
ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା; ପୁଣି ସେହି ସ୍ଥାନର ନାମ ରାମତ୍-ଲିହୀ ହେଲା।