Judges 15:4 — Compare Translations

5 translations compared side by side

Odia - 1840
"ଏହାପରେ ଶାମ୍ଶୋନ୍ 300 ବିଲକ୍ସ୍ଟଆ ଧରି ୟୋଡା ୟୋଡା କରି ଗୋଟିଏର ଲାଙ୍ଗକ୍ସ୍ଟଡକକ୍ସ୍ଟ ଅନ୍ୟ ଗୋଟିଏ ଲାଙ୍ଗକ୍ସ୍ଟଡ ରେ ବାନ୍ଧି ଦେଲେ। ତା'ପରେ ସେ ପ୍ରେତ୍ୟକକର ୟୋଡାଏ ଲାଙ୍ଗକ୍ସ୍ଟଡ ରେ ଏକ ମଶାଲ ବାନ୍ଧି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ଶାମ୍ଶୋନ୍ ଯାଇ ତିନି ଶହ ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଳକୁ ଲାଙ୍ଗୁଳ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଳ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ଶା‌ମ୍‌ଶୋନ୍ 300 ବିଲୁଆ ଧରି ଯୋଡ଼ା ଯୋଡ଼ା କରି ଗୋଟିଏର ଲାଙ୍ଗୁଡ଼କୁ ଅନ୍ୟ ଗୋଟିଏ ଲାଙ୍ଗୁଡ଼ରେ ବାନ୍ଧି ଦେଲେ। ତା’ପରେ ସେ ପ୍ରତ୍ୟେକର ଯୋଡ଼ାଏ ଲାଙ୍ଗୁଡ଼ରେ ଏକ ମଶାଲ ବାନ୍ଧି ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ଶାମ୍‍ଶୋନ୍‍ ଯାଇ ତିନି ଶହ ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଳକୁ ଲାଙ୍ଗୁଳ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଳ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା।
Odia IRV 2017 (ଓଡିଆ ବାଇବେଲ)
ତହୁଁ ଶାମ୍‍ଶୋନ୍‍ ଯାଇ ତିନି ଶହ ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଳକୁ ଲାଙ୍ଗୁଳ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଳ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା।