Judges 16:1 — Compare Translations

5 translations compared side by side

Odia - 1840
"ଦିନେ ଶାମ୍ଶାେନ୍ ଘସା ରେ ଥିବା ଏକ ବେଶ୍ଯା ପାଖକକ୍ସ୍ଟ ଗଲେ। ସେ ତା'ର ସହିତ ରାତ୍ରିୟାପନ କରିବା ପାଇଁ ସଠାେକକ୍ସ୍ଟ ୟାଇଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ଶାମ୍ଶୋନ୍ ଘସାକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା କତିକି ଗଲା ।
Odia Bible ERV 2004 (ପବିତ୍ର ବାଇବଲ)
ଶା‌ମ୍‌ଶୋନ୍ ଘସା ନଗରକୁ ଗଲେ ଦିନେ ଶା‌ମ୍‌ଶୋନ୍ ଘସାରେ ଥିବା ଏକ ବେଶ୍ୟା ପାଖକୁ ଗଲେ। ସେ ତା’ର ସହିତ ରାତ୍ରିଯାପନ କରିବା ପାଇଁ ସେଠାକୁ ଯାଇଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ଶାମ୍‍ଶୋନ୍‍ ଘସା ନଗରକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା ସଙ୍ଗେ ଶୟନ କଲା।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ଶାମ୍‍ଶୋନ୍‍ ଘସା ନଗରକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା ସଙ୍ଗେ ଶୟନ କଲା।