Judges 16:19 — Compare Translations
5 translations compared side by side
Odia - 1840
"ଦଲୀଲା ତାଙ୍କୁ ନିଜର କୋଳ ରେ ଶକ୍ସ୍ଟଆଇ ଦଲୋ ଏବଂ ତା'ପରେ ତାଙ୍କର ସାତାଟେି ବଣେୀକକ୍ସ୍ଟ କ୍ଷିଅର କରିବା ପାଇଁ, ଭିତ ରେ ଥିବା ଲୋକଟିକକ୍ସ୍ଟ ସେ ଡିକିଲା। ତା'ପରେ ଆଉ ଜଣେ ଲୋକ ଡକାଇ ତା'ର ମକ୍ସ୍ଟଣ୍ତରକ୍ସ୍ଟ ସାତବଣେୀ କଟାଇଲା। ଏହିପରି ସେ ଶାମ୍ଶୋନ୍ଙ୍କକ୍ସ୍ଟ କଷ୍ଟ ଦବୋକକ୍ସ୍ଟ ଆରମ୍ଭ କଲା ଓ ଶାମ୍ଶାେନ୍ର ସାମର୍ଥ୍ଯ ଗ୍ଭଲିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା । ଆଉ ମନୁଷ୍ୟ ଡକାଇ ତାହାର ମସ୍ତକର ସାତ ବେଣୀ କ୍ଷୌର କଲା; ଏହିରୂପେ ସେ ତାହାକୁ କ୍ଳେଶ ଦେବାକୁ ଲାଗିଲା ଓ ତାହାର ବଳ ତାହାଠାରୁ ଗଲା।
Odia Bible ERV 2004 (ପବିତ୍ର ବାଇବଲ)
ଦଲୀଲା ତାଙ୍କୁ ନିଜର କୋଳରେ ଶୁଆଇ ଦେଲା ଏବଂ ତା’ପରେ ତାଙ୍କର ସାତୋଟି ବେଣୀକୁ କ୍ଷୌର କରିବା ପାଇଁ, ଭିତରେ ଥିବା ଲୋକଟିକୁ ସେ ଡାକିଲା। ତା’ପରେ ଆଉ ଜଣେ ଲୋକ ଡକାଇ ତା’ର ମୁଣ୍ଡରୁ ସାତବେଣୀ କଟାଇଲା। ଏହିପରି ସେ ଶାମ୍ଶୋନଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା ଓ ଶାମ୍ଶୋନ୍ର ସାମର୍ଥ୍ୟ ଗ୍ଭଲିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା। ଆଉ ମନୁଷ୍ୟ ଡକାଇ ତାହାର ମସ୍ତକର ସାତ ବେଣୀ କ୍ଷୌର କଲା; ଏହିରୂପେ ସେ ତାହାକୁ କ୍ଲେଶ ଦେବାକୁ ଲାଗିଲା ଓ ତାହାର ବଳ ତାହାଠାରୁ ଗଲା।
Odia IRV 2017 (ଓଡିଆ ବାଇବେଲ)
ତହୁଁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା। ଆଉ ମନୁଷ୍ୟ ଡକାଇ ତାହାର ମସ୍ତକର ସାତ ବେଣୀ କ୍ଷୌର କଲା; ଏହିରୂପେ ସେ ତାହାକୁ କ୍ଲେଶ ଦେବାକୁ ଲାଗିଲା ଓ ତାହାର ବଳ ତାହାଠାରୁ ଗଲା।