Judges 16:26 — Compare Translations
5 translations compared side by side
Odia - 1840
"ଜଣେ ସବେକ ଶାମ୍ଶାେନ୍ର ହାତ ଧରିଥିଲା। ଶାମ୍ଶାେନ୍ ସବେକଙ୍କକ୍ସ୍ଟ କହିଲେ, ମାେତେ ତୁମ୍ଭେ ମନ୍ଦିରର ମଝିଖକ୍ସ୍ଟଣ୍ଟି ନିକଟରେ ଛାଡ ମୁ ସହେି ମନ୍ଦିରକକ୍ସ୍ଟ ଧରିଥିବା ସ୍ତମ୍ଭକକ୍ସ୍ଟ ଅନକ୍ସ୍ଟଭବ କରିପାରିବି, ମୁ ସଗେକ୍ସ୍ଟଡିକ ଉପରେ ଆଉଜିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ଶାମ୍ଶୋନ୍ ଆପଣା ହସ୍ତଧାରୀ ବାଳକକୁ କହିଲା, ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ନିର୍ଭର ଅଛି, ତାହା ମୋତେ ସ୍ପର୍ଶ କରିବାକୁ ଛାଡ଼ି ଦିଅ, ମୁଁ ତହିଁ ଉପରେ ଆଉଜିବି ।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ସେବକ ଶାମ୍ଶୋନ୍ର ହାତ ଧରିଥିଲା। ଶାମ୍ଶୋନ୍ ସେବକଙ୍କୁ କହିଲେ, “ମୋତେ ତୁମ୍ଭେ ମନ୍ଦିରର ମଝିଖୁଣ୍ଟି ନିକଟରେ ଛାଡ଼ ମୁଁ ସେହି ମନ୍ଦିରକୁ ଧରିଥିବା ସ୍ତମ୍ଭକୁ ଅନୁଭବ କରି ପାରିବି, ମୁଁ ସେଗୁଡ଼ିକ ଉପରେ ଆଉଜିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ଶାମ୍ଶୋନ୍ ଆପଣା ହସ୍ତଧାରୀ ବାଳକକୁ କହିଲା, “ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ନିର୍ଭର ଅଛି, ତାହା ମୋତେ ସ୍ପର୍ଶ କରିବାକୁ ଛାଡ଼ିଦିଅ, ମୁଁ ତହିଁ ଉପରେ ଆଉଜିବି।”
Odia IRV 2017 (ଓଡିଆ ବାଇବେଲ)
ତହୁଁ ଶାମ୍ଶୋନ୍ ଆପଣା ହସ୍ତଧାରୀ ବାଳକକୁ କହିଲା, ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ନିର୍ଭର ଅଛି, ତାହା ମୋତେ ସ୍ପର୍ଶ କରିବାକୁ ଛାଡ଼ି ଦିଅ, ମୁଁ ତହିଁ ଉପରେ ଆଉଜିବି।