Judges 20:37 — Compare Translations
5 translations compared side by side
Odia - 1840
"ସଠାେରେ ଲକ୍ସ୍ଟଚିଥିବା ଲୋକମାନେ ଗିବିଯାକକ୍ସ୍ଟ ଆକ୍ରମଣ କରି ଦେଲେ। ସମାନେେ ନଗରର ଗ୍ଭରିଆଡେ ବ୍ଯାପିଗଲେ ଏବଂ ନଗର ରେ ଖଣ୍ତା ଦ୍ବାରା ପ୍ରେତ୍ୟକକଙ୍କକ୍ସ୍ଟ ହତ୍ଯା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିମଧ୍ୟରେ ଛକି ବସିବା ଲୋକମାନେ ଶୀଘ୍ର ମାଡ଼ି ଆସି ଗିବୀୟା ଆକ୍ରମଣ କଲେ; ପୁଣି ଛକି ବସିବା ଲୋକମାନେ ଆସି ଖଡ଼୍ଗଧାରରେ ସମସ୍ତ ନଗର ଆଘାତ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ଲୁଚିଥିବା ଲୋକମାନେ ଗିବିୟାକୁ ଆକ୍ରମଣ କରିଦେଲେ। ସେମାନେ ନଗରର ଗ୍ଭରିଆଡ଼େ ବ୍ୟାପିଗଲେ ଏବଂ ନଗରରେ ଖଣ୍ତା ଦ୍ୱାରା ପ୍ରତ୍ୟେକଙ୍କୁ ହତ୍ୟା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିମଧ୍ୟରେ ଛକି ବସିବା ଲୋକମାନେ ଶୀଘ୍ର ମାଡ଼ି ଆସି ଗିବୀୟା ଆକ୍ରମଣ କଲେ; ପୁଣି ଛକି ବସିବା ଲୋକମାନେ ଆସି ଖଡ୍ଗଧାରରେ ସମସ୍ତ ନଗର ଆଘାତ କଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିମଧ୍ୟରେ ଛକି ବସିବା ଲୋକମାନେ ଶୀଘ୍ର ମାଡ଼ି ଆସି ଗିବୀୟା ଆକ୍ରମଣ କଲେ; ପୁଣି ଛକି ବସିବା ଲୋକମାନେ ଆସି ଖଡ୍ଗଧାରରେ ସମସ୍ତ ନଗର ଆଘାତ କଲେ।