Judges 20:4 — Compare Translations

5 translations compared side by side

Odia - 1840
"ଲବେୀୟ ଲୋକ, ୟିଏକି ହତ୍ଯା କରାୟାଇଥିବା ସ୍ତ୍ରୀ ଲୋକର ପ୍ରଭକ୍ସ୍ଟ, ସମାନଙ୍କେୁ କହିଲା, ଯାହା ସମାନଙ୍କେ ପାଇଁ ଘଟିୟାଇଥିଲା। ସେ କହିଲା, ମାରେ ଉପପତ୍ନୀ ଏବଂ ମୁ ସହେି ବିନ୍ଯାମୀନୀଯ ଦେଶକକ୍ସ୍ଟ ୟାଇଥିଲକ୍ସ୍ଟ। ଆମ୍ଭମାନେେ ସଠାେରେ ରାତ୍ରି ୟାପନ କଲକ୍ସ୍ଟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ସେହି ହତ ସ୍ତ୍ରୀର ଉପପତି ଉତ୍ତର ଦେଇ କହିଲା, ମୁଁ ଓ ମୋର ଉପପନିୀ ରାତ୍ରିକ୍ଷେପଣ ନିମନ୍ତେ ବିନ୍ୟାମୀନର ଅଧିକାରସ୍ଥ ଗିବୀୟାକୁ ଆସିଥିଲୁ ।
Odia Bible ERV 2004 (ପବିତ୍ର ବାଇବଲ)
ଲେବୀୟ ଲୋକ, ଯିଏ କି ହତ୍ୟା କରାଯାଇଥିବା ସ୍ତ୍ରୀଲୋକର ପ୍ରଭୁ, ସେମାନଙ୍କୁ କହିଲା, ଯାହା ସେମାନଙ୍କ ପ୍ରତି ଘଟିଯାଇଥିଲା। ସେ କହିଲା, “ମୋର ଉପପତ୍ନୀ ଏବଂ ମୁଁ ସେହି ବିନ୍ୟାମୀନୀୟ ଦେଶକୁ ଯାଇଥିଲୁ। ଆମ୍ଭେମାନେ ସେଠାରେ ରାତ୍ରି ଯାପନ କଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ସେହି ହତ ସ୍ତ୍ରୀର ଲେବୀୟ ଉପପତି ଉତ୍ତର ଦେଇ କହିଲା, “ମୁଁ ଓ ମୋର ଉପପତ୍ନୀ ରାତ୍ରି କ୍ଷେପଣ ନିମନ୍ତେ ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାକୁ ଆସିଥିଲୁ।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ସେହି ହତ ସ୍ତ୍ରୀର ଲେବୀୟ ଉପପତି ଉତ୍ତର ଦେଇ କହିଲା, ମୁଁ ଓ ମୋର ଉପପତ୍ନୀ ରାତ୍ରିକ୍ଷେପଣ ନିମନ୍ତେ ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାକୁ ଆସିଥିଲୁ।