Judges 20:45 — Compare Translations

5 translations compared side by side

Odia - 1840
"ବିନ୍ଯାମୀନୀଯ ସୈନ୍ଯମାନେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ । ସମାନେେ ରିେମ୍ମାନ ଶୈଳ ନିକଟକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନୀଯ 5,000 ସୈନିକଙ୍କକ୍ସ୍ଟ ରାସ୍ତା ଉପରେ ହତ୍ଯାକଲେ। ଏବଂ ସମାନେେ ପଳାଯନକାରୀ ବିନ୍ଯାମୀନୀଯ ସୈନ୍ଯମାନଙ୍କୁ ଗିଦିଯୋନ ଗୋଡ଼ାଇ ଥିଲେ। ସଠାେରେ ଇଶ୍ରାୟେଲର ସୈନ୍ଯମାନେ ଆହକ୍ସ୍ଟରି 2,000 ବିନ୍ଯାମୀନର ୈସନ୍ଯମାନଙ୍କୁ ହତ୍ଯା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଉତ୍ତାରେ ସେମାନେ ଫେରି ପ୍ରାନ୍ତର ଆଡ଼େ ରିମ୍ମୋନ୍ ଶୈଳକୁ ପଳାଇଲେ; ତହୁଁ ଏମାନେ ସଡ଼କରେ ପାଞ୍ଚ ହଜାର ଲୋକଙ୍କୁ ଗୋଟାଇ ସାଉଣ୍ଟି ମାରିଲେ; ପୁଣି ଗିଦୀୟୋମ୍ ପର୍ଯ୍ୟନ୍ତ ସେମାନଙ୍କ ପଛେ ଲାଗି ରହି ସେମାନଙ୍କର ଦୁଇ ହଜାର ଲୋକଙ୍କୁ ବଧ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ବିନ୍ୟାମୀନୀୟ ସୈନ୍ୟମାନେ ମରୁଭୂମି ଆଡ଼କୁ ଦୌଡ଼ିଲେ । ସେମାନେ ରିମ୍ମୋନ ଶୈଳ ନିକଟକୁ ଦୌଡ଼ିଲେ। କିନ୍ତୁ ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନୀୟ 5000 ସୈନିକଙ୍କୁ ରାସ୍ତା ଉପରେ ହତ୍ୟାକଲେ। ଏବଂ ସେମାନେ ପଳାୟନକାରୀ ବିନ୍ୟାମୀନୀୟ ସୈନ୍ୟମାନଙ୍କୁ ଗିଦିୟୋମ୍ ପର୍ଯ୍ୟନ୍ତ ଗୋଡ଼ାଇ ଥିଲେ। ସେଠାରେ ଇସ୍ରାଏଲର ସୈନ୍ୟମାନେ ଆହୁରି 2000 ବିନ୍ୟାମୀନର ସୈନ୍ୟମାନଙ୍କୁ ହତ୍ୟା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଉତ୍ତାରେ ସେମାନେ ଫେରି ପ୍ରାନ୍ତର ଆଡ଼େ ରିମ୍ମୋନ୍‍ ଶୈଳକୁ ପଳାଇଲେ; ତହୁଁ ଏମାନେ ସଡ଼କରେ ପାଞ୍ଚ ହଜାର ଲୋକଙ୍କୁ ଗୋଟାଇ ସାଉଣ୍ଟି ମାରିଲେ; ପୁଣି ଗିଦୀୟୋମ୍‍ ପର୍ଯ୍ୟନ୍ତ ସେମାନଙ୍କ ପଛେ ଲାଗି ରହି ସେମାନଙ୍କର ଦୁଇ ହଜାର ଲୋକଙ୍କୁ ବଧ କଲେ।
Odia IRV 2017 (ଓଡିଆ ବାଇବେଲ)
ଏଉତ୍ତାରେ ସେମାନେ ଫେରି ପ୍ରାନ୍ତର ଆଡ଼େ ରିମ୍ମୋନ୍‍ ଶୈଳକୁ ପଳାଇଲେ; ତହୁଁ ଏମାନେ ସଡ଼କରେ ପାଞ୍ଚ ହଜାର ଲୋକଙ୍କୁ ଗୋଟାଇ ସାଉଣ୍ଟି ମାରିଲେ; ପୁଣି ଗିଦୀୟୋମ୍‍ ପର୍ଯ୍ୟନ୍ତ ସେମାନଙ୍କ ପଛେ ଲାଗି ରହି ସେମାନଙ୍କର ଦୁଇ ହଜାର ଲୋକଙ୍କୁ ବଧ କଲେ।