Judges 21:18 — Compare Translations

5 translations compared side by side

Odia - 1840
"କିନ୍ତୁ ଆମ୍ଭେ ଆମର ଝିଅମାନଙ୍କୁ ସମାନଙ୍କେୁ ବିବାହ ଦବୋନାହିଁ। ଆମ୍ଭମାନେେ ଏହିପରି ପ୍ରତିଜ୍ଞା କରିଅଛକ୍ସ୍ଟ, ' ଯେ କହେି ବିନ୍ଯାମୀନକକ୍ସ୍ଟ କନ୍ଯା ଦବେ ସେ ଶାପଗ୍ରସ୍ଥ ହବେ ବୋଲି ଆମ୍ଭେ ସଦାପ୍ରଭୁଙ୍କଠା ରେ ଶପଥ ନଇେଛକ୍ସ୍ଟ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣା-ମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ, କାରଣ ଯେ କେହି ବିନ୍ୟାମୀନକୁ କନ୍ୟା ଦେବ, ସେ ଶାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ-ସନ୍ତାନଗଣ ଶପଥ କରିଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଆମ୍ଭେ ଆମ୍ଭର ଝିଅମାନଙ୍କୁ ସେମାନଙ୍କୁ ବିବାହ ଦେବା ନାହିଁ। ଆମ୍ଭେମାନେ ଏହିପରି ପ୍ରତିଜ୍ଞା କରିଅଛୁ, ‘ଯେକେହି ବିନ୍ୟାମୀନକୁ କନ୍ୟା ଦେବ ସେ ଶାପଗ୍ରସ୍ତ ହେବ ବୋଲି ଆମ୍ଭେ ସଦାପ୍ରଭୁଙ୍କଠାରେ ଶପଥ ନେଇଛୁ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣାମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ, କାରଣ ଯେକେହି ବିନ୍ୟାମୀନ୍‍କୁ କନ୍ୟା ଦେବ, ‘ସେ ଶାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ-ସନ୍ତାନଗଣ ଶପଥ କରିଅଛନ୍ତି।’”
Odia IRV 2017 (ଓଡିଆ ବାଇବେଲ)
ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣାମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ, କାରଣ ଯେ କେହି ବିନ୍ୟାମୀନ୍‍କୁ କନ୍ୟା ଦେବ, ସେ ଶାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ ସନ୍ତାନଗଣ ଶପଥ କରିଅଛନ୍ତି।