Judges 3:22 — Compare Translations
5 translations compared side by side
Odia - 1840
"ଏହୂଦ୍ ତାଙ୍କ ପଟେ ରେ ଖଡ୍ଗ ପକ୍ସ୍ଟରାଇଲା ବେଳେ, ତାଙ୍କର ଖଡ୍ଗ ସହିତ ମକ୍ସ୍ଟଠା ମଧ୍ଯ ପଶିଗଲା। ଚର୍ବି ସଐକ୍ସ୍ଟର୍ଣ୍ଣ ଖଣ୍ତା ରେ ଲାଗି ରହିଥିଲା। ଏହୂଦ୍ ଖଡ୍ଗ ବାହାର କଲେ ନାହିଁ। ଇଲ୍ଲୋନ ଖଡ୍ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବକ୍ସ୍ଟଜକ୍ସ୍ଟଳା ଉପରକ୍ସ୍ଟ ହରାଇଥିଲା ଏବଂ ମଳ ପଦାକକ୍ସ୍ଟ ବାହାରି ଆସିଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଖଡ଼୍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ଼୍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ଼୍ଗ ପଛଭାଗରେ ବାହାରିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହୂଦ ତାଙ୍କ ପେଟରେ ଖଡ଼୍ଗ ପୁରାଇଲାବେଳେ, ତାଙ୍କର ଖଡ଼୍ଗ ସହିତ ମୁଠା ମଧ୍ୟ ପଶିଗଲା। ଚର୍ବ୍ବୀ ସମ୍ପୂର୍ଣ୍ଣ ଖଣ୍ଡାରେ ଲାଗି ରହିଥିଲା। ଏହୂଦ ଖଡ଼୍ଗ ବାହାର କଲେ ନାହିଁ। ଇଗ୍ଲୋନ ଖଡ଼୍ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବୁଜୁଳା ଉପରୁ ହରାଇଥିଲା ଏବଂ ମଳ ପଦାକୁ ବାହାରି ଆସିଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଖଡ୍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ୍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ୍ଗ ପଛଭାଗରେ ବାହାରିଲା।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଖଡ୍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ୍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ୍ଗ ପଛଭାଗରେ ବାହାରିଲା।