Judges 5:12 — Compare Translations

5 translations compared side by side

Odia - 1840
"ଜାଗ, ଜାଗ, ଦବୋ ରେ! ଜାଗ, ଜାଗ, ଗାନକର! ଜାଗ ବରାକ୍! ୟାଅ ଏବଂ ତୁମ୍ଭର ଶତୃମାନଙ୍କୁ ବନ୍ଦୀକର ଅବୀନୋଯମର ପକ୍ସ୍ଟତ୍ର!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଦବୋରେ, ଜାଗ, ଜାଗ; ଜାଗ, ଜାଗ, ଗୀତ ଗାନ କର; ହେ ବାରକ୍, ଉଠ; ହେ ଅବୀନୋୟମର ପୁତ୍ର, ଆପଣା ବନ୍ଦୀଗଣକୁ ବନ୍ଦୀସ୍ଥାନକୁ ନେଇଯାଅ ।
Odia Bible ERV 2004 (ପବିତ୍ର ବାଇବଲ)
“ଜାଗ, ଜାଗ, ଦବୋରା! ଜାଗ, ଜାଗ, ଗାନ କର! ଜାଗ ବାରକ୍! ଯାଅ ଏବଂ ତୁମ୍ଭର ଶତ୍ରୁମାନଙ୍କୁ ବନ୍ଦୀକର, ଅବୀନୋୟମର ପୁତ୍ର!
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଦବୋରେ, ଜାଗ, ଜାଗ; ଜାଗ, ଜାଗ, ଗୀତ ଗାନ କର; ହେ ବାରକ୍‍, ଉଠ; ହେ ଅବୀନୋୟମର ପୁତ୍ର, ଆପଣା ବନ୍ଦୀଗଣକୁ ବନ୍ଦୀସ୍ଥାନକୁ ନେଇଯାଅ।
Odia IRV 2017 (ଓଡିଆ ବାଇବେଲ)
ହେ ଦବୋରେ, ଜାଗ, ଜାଗ; ଜାଗ, ଜାଗ, ଗୀତ ଗାନ କର; ହେ ବାରକ୍‍, ଉଠ; ହେ ଅବୀନୋୟମର ପୁତ୍ର, ଆପଣା ବନ୍ଦୀଗଣକୁ ବନ୍ଦୀସ୍ଥାନକୁ ନେଇଯାଅ।