Judges 5:14 — Compare Translations
5 translations compared side by side
Odia - 1840
"ଇଫ୍ରଯିମର ସନ୍ତାନଗଣ ଆସିଲେ। ଅମାଲକେ ପର୍ବତ ମାଳାରକ୍ସ୍ଟ ତକ୍ସ୍ଟମ୍ଭ ପେଛ ବିନ୍ଯାମୀନ ଥିଲେ ତକ୍ସ୍ଟମ୍ଭ ଲୋକମାନେ ମଧ୍ଯ ମାଖୀରଠାରକ୍ସ୍ଟ ଶାସନକର୍ତ୍ତାମାନେ ସବୁଲୂନ୍ ପରିବାରବର୍ଗଠାରକ୍ସ୍ଟ ସୈନ୍ଯଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅମାଲେକ (ଦେଶ)ରେ ଯେଉଁମାନଙ୍କର ମୂଳ ଥିଲା, ସେମାନେ ଇଫ୍ରୟିମରୁ ଆସିଲେ; ତୁମ୍ଭ ପଛେ ବିନ୍ୟାମୀନ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଥିଲା; ମାଖୀର୍ଠାରୁ ଶାସନକର୍ତ୍ତାମାନେ ଓ ସବୂଲୂନ୍ଠାରୁ ସୈନ୍ୟଗଣନାକାରୀ ଦଣ୍ତଧରମାନେ ଓହ୍ଲାଇ ଆସିଲେ ।
Odia Bible ERV 2004 (ପବିତ୍ର ବାଇବଲ)
“ଇଫ୍ରୟିମର ସନ୍ତାନଗଣ ଆସିଲେ। ଅମାଲେକ ପର୍ବତମାଳାରୁ ତୁମ୍ଭ ପଛେ ବିନ୍ୟାମୀନ ଥିଲେ ତୁମ୍ଭ ଲୋକମାନେ ମଧ୍ୟ ମାଖୀରଠାରୁ ଶାସନକର୍ତ୍ତାମାନେ ସବୁଲୂନ୍ ପରିବାରବର୍ଗଠାରୁ ସୈନ୍ୟଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅମାଲେକ (ଦେଶ)ରେ ଯେଉଁମାନଙ୍କର ମୂଳ ଥିଲା, ସେମାନେ ଇଫ୍ରୟିମରୁ ଆସିଲେ; ତୁମ୍ଭ ପଛେ ବିନ୍ୟାମୀନ୍ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଥିଲା; ମାଖୀରଠାରୁ ଶାସନକର୍ତ୍ତାମାନେ ଓ ସବୂଲୂନଠାରୁ ସୈନ୍ୟଗଣନାକାରୀ ଦଣ୍ଡଧରମାନେ ଓହ୍ଲାଇ ଆସିଲେ।
Odia IRV 2017 (ଓଡିଆ ବାଇବେଲ)
ଅମାଲେକ (ଦେଶ)ରେ ଯେଉଁମାନଙ୍କର ମୂଳ ଥିଲା, ସେମାନେ ଇଫ୍ରୟିମରୁ ଆସିଲେ; ତୁମ୍ଭ ପଛେ ବିନ୍ୟାମୀନ୍ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଥିଲା; ମାଖୀରଠାରୁ ଶାସନକର୍ତ୍ତାମାନେ ଓ ସବୂଲୂନଠାରୁ ସୈନ୍ୟଗଣନାକାରୀ ଦଣ୍ଡଧରମାନେ ଓହ୍ଲାଇ ଆସିଲେ।