Judges 5:21 — Compare Translations
5 translations compared side by side
Odia - 1840
"କୀଶୋନ୍ ନଦୀ ପକ୍ସ୍ଟରକ୍ସ୍ଟଣା ନଦୀ ଭଷାଇ ନଲୋ ସଷେରା ଲୋକ। ହେ ମାରେ ପ୍ରାଣ ତକ୍ସ୍ଟମ୍ଭ ବଳ ରେ ଅଗ୍ରସର ହକ୍ସ୍ଟଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିଶୋନ୍-ନଦୀ, ସେ ପୁରାତନ ନଦୀ, ସେହି କୀଶୋନ୍-ନଦୀ ସେମାନଙ୍କୁ ଭସାଇ ନେଲା । ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ ।
Odia Bible ERV 2004 (ପବିତ୍ର ବାଇବଲ)
କୀଶୋନ୍ ନଦୀ ପୁରୁଣା ନଦୀ ଭଷାଇ ନେଲା ସେଷରା ଲୋକ। ହେ ମୋର ପ୍ରାଣ, ତୁମ୍ଭ ବଳରେ ଅଗ୍ରସର ହୁଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିଶୋନ୍-ନଦୀ, ସେ ପୁରାତନ ନଦୀ, ସେହି କୀଶୋନ୍ ନଦୀ ସୀଷରାକୁ ଓ ତାହାର ରଥ ଓ ଜନତାକୁ ଭସାଇ ନେଲା। ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ।
Odia IRV 2017 (ଓଡିଆ ବାଇବେଲ)
କିଶୋନ୍-ନଦୀ, ସେ ପୁରାତନ ନଦୀ, ସେହି କୀଶୋନ୍-ନଦୀ ସୀଷରାକୁ ଓ ତାହାର ରଥ ଓ ଜନତାକୁ ଭସାଇ ନେଲା। ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ।