Judges 7:4 — Compare Translations

5 translations compared side by side

Odia - 1840
"ଏହାପରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ତଥାପି ବହକ୍ସ୍ଟତ ସୈନ୍ଯଗଣ ଅଛନ୍ତି। ସମାନଙ୍କେୁ ଜଳ ଭିତରକକ୍ସ୍ଟ ନିଅ, ମୁ ତକ୍ସ୍ଟମ୍ଭ ପାଇଁ ସମାନଙ୍କେୁ ପରୀକ୍ଷା କରିବି। ଯଦି ମୁ କକ୍ସ୍ଟ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ,' ' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍,' କକ୍ସ୍ଟନ୍ତକ୍ସ୍ଟ ଯଦି ମୁ କ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ ନାହିଁ,' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍ ନକ୍ସ୍ଟହଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, ତଥାପି ବହୁତ ଲୋକ ଅଛନ୍ତି; ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା; ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା, ଏ ତୁମ୍ଭ ସଙ୍ଗରେ ଯିବ, ସେ ତୁମ୍ଭ ସଙ୍ଗରେ ଯିବ; ପୁଣି ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିବା,ଏ ତୁମ୍ଭ ସଙ୍ଗରେ ଯିବ ନାହିଁ, ସେ ଯିବ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ତଥାପି ବହୁତ ସୈନ୍ୟଗଣ ଅଛନ୍ତି। ସେମାନଙ୍କୁ ଜଳ ଭିତରକୁ ନିଅ, ମୁଁ ତୁମ୍ଭ ପାଇଁ ସେମାନଙ୍କୁ ପରୀକ୍ଷା କରିବି। ଯଦି ମୁଁ କୁହେ, ‘ଏହି ଲୋକ ଜଣକ ତୁମ୍ଭ ସହିତ ଯିବ,’ ‘ସେ ତୁମ୍ଭର ଅନୁସରଣ କରିବା ଉଚିତ୍,’ କିନ୍ତୁ ଯଦି ମୁଁ କହେ, ‘ଏହି ଲୋକ ଜଣକ ତୁମ୍ଭ ସହିତ ଯିବ ନାହିଁ,’ ସେ ତୁମ୍ଭର ଅନୁସରଣ କରିବା ଉଚିତ୍ ନୁହଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “ତଥାପି ବହୁତ ଲୋକ ଅଛନ୍ତି; ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା; ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ,’ ସେ ତୁମ୍ଭ ସଙ୍ଗରେ ଯିବ; ପୁଣି ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ ନାହିଁ,’ ସେ ଯିବ ନାହିଁ।”
Odia IRV 2017 (ଓଡିଆ ବାଇବେଲ)
ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, ତଥାପି ବହୁତ ଲୋକ ଅଛନ୍ତି; ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା; ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା, ଏ ତୁମ୍ଭ ସଙ୍ଗରେ ଯିବ, ସେ ତୁମ୍ଭ ସଙ୍ଗରେ ଯିବ; ପୁଣି ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିବା, ଏ ତୁମ୍ଭ ସଙ୍ଗରେ ଯିବ ନାହିଁ, ସେ ଯିବ ନାହିଁ।