Judges 7:5 — Compare Translations
5 translations compared side by side
Odia - 1840
"ତେଣୁ ଗିଦ୍ଦିୟୋନ ସମାନଙ୍କେୁ ପାଣି ଭିତରକକ୍ସ୍ଟ ନଇଗେଲେ। ସଠାେରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ଏହି ଲୋକମାନଙ୍କୁ ଦକ୍ସ୍ଟଇଟି ଦଳ ରେ ବିଭକ୍ତ କର। ଯେଉଁମାନେ କକ୍ସ୍ଟକକ୍ସ୍ଟର ପରି ନିଜ ଜିଭ ରେ ଗ୍ଭକକ୍ସ୍ଟ ଗ୍ଭକକ୍ସ୍ଟ କରି ପାଣି ପିଇବେ, ସମାନଙ୍କେୁ ଗୋଟିଏ ଗୋଷ୍ଠୀ ରେ ଓ ଯେଉଁମାନେ ନଇଁପଡି ପାଣି ପିଅନ୍ତି, ସହେି ଲୋକମାନଙ୍କୁ ଆଉ ଏକ ଗୋଷ୍ଠୀ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ; ତହିଁରେ ସଦାପ୍ରଭୁ ଗିଦିୟୋନ୍ଙ୍କୁ କହିଲେ, କୁକ୍କୁର ପରି ଆପଣା ଜିହ୍ଵାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ୍ କର ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଗିଦିୟୋନ ସେମାନଙ୍କୁ ପାଣି ଭିତରକୁ ନେଇଗଲେ। ସେଠାରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ଏହି ଲୋକମାନଙ୍କୁ ଦୁଇଟି ଦଳରେ ବିଭକ୍ତ କର। ଯେଉଁମାନେ କୁକୁର ପରି ନିଜ ଜିଭରେ ଗ୍ଭକୁ ଗ୍ଭକୁ କରି ପାଣି ପିଇବେ, ସେମାନଙ୍କୁ ଗୋଟିଏ ଗୋଷ୍ଠୀରେ ଓ ଯେଉଁମାନେ ନଇଁପଡ଼ି ପାଣି ପିଅନ୍ତି, ସେହି ଲୋକମାନଙ୍କୁ ଆଉ ଏକ ଗୋଷ୍ଠୀ କର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ; ତହିଁରେ ସଦାପ୍ରଭୁ ଗିଦିୟୋନ୍ଙ୍କୁ କହିଲେ, “କୁକ୍କୁର ପରି ଆପଣା ଜିହ୍ୱାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ କର।”
Odia IRV 2017 (ଓଡିଆ ବାଇବେଲ)
ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ; ତହିଁରେ ସଦାପ୍ରଭୁ ଗିଦିୟୋନ୍ଙ୍କୁ କହିଲେ, କୁକ୍କୁର ପରି ଆପଣା ଜିହ୍ୱାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ୍ କର।