Judges 8:20 — Compare Translations
5 translations compared side by side
Odia - 1840
"ଏହାପରେ ଗିଦ୍ଦିୟୋନ ଯେଥରକକ୍ସ୍ଟ କହିଲେ, ଯେ କି ତାଙ୍କର ଜେଷ୍ଠ ପକ୍ସ୍ଟତ୍ର ଥିଲା, ଏହି ରାଜାମାନଙ୍କୁ ହତ୍ଯାକର। କିନ୍ତୁ ଯେଥର ଜଣେ ବାଳକ ଥିବାରକ୍ସ୍ଟ ଭୟ କଲେ। ତେଣୁ ସେ ତାଙ୍କର ଖଡ୍ଗ ବାହାର କଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଯେଥରକୁ କହିଲେ, ଉଠ, ସେମାନଙ୍କୁ ବଧ କର, ମାତ୍ର ସେ ଯୁବା ଆପଣା ଖଡ଼୍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ଗିଦିୟୋନ ଯେଥରକୁ କହିଲେ, ଯେ କି ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲା, “ଏହି ରାଜାମାନଙ୍କୁ ହତ୍ୟାକର।” କିନ୍ତୁ ଯେଥର ଜଣେ ବାଳକ ଥିବାରୁ ଭୟ କଲେ। ତେଣୁ ସେ ତାଙ୍କର ଖଡ଼୍ଗ ବାହାର କଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଯେଥରକୁ କହିଲେ, “ଉଠ, ସେମାନଙ୍କୁ ବଧ କର,” ମାତ୍ର ସେ ଯୁବା ଆପଣା ଖଡ୍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା।
Odia IRV 2017 (ଓଡିଆ ବାଇବେଲ)
ତହୁଁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଯେଥରକୁ କହିଲେ, ଉଠ, ସେମାନଙ୍କୁ ବଧ କର, ମାତ୍ର ସେ ଯୁବା ଆପଣା ଖଡ୍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା।