Judges 8:6 — Compare Translations
5 translations compared side by side
Odia - 1840
"ସୁକ୍କୋତର ନତେୃବର୍ଗମାନେ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ସବହେ ଓ ସଲମକ୍ସ୍ଟନ୍ନରଙ୍କକ୍ସ୍ଟ ଏପର୍ୟ୍ଯନ୍ତ ଅକ୍ତିଆର କରି ନାହିଁ? ଆମ୍ଭେ ତୁମ୍ଭର ସୈନ୍ଯଙ୍କକ୍ସ୍ଟ କାହିଁକି ଖାଦ୍ୟ ଦବେକ୍ସ୍ଟ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ସୁକ୍କୋତର ଅଧିପତିମାନେ କହିଲେ, ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୋଟୀ ଦେବୁ?
Odia Bible ERV 2004 (ପବିତ୍ର ବାଇବଲ)
ସୁକ୍କୋତର ନେତୃବର୍ଗମାନେ ଗିଦିୟୋନଙ୍କୁ କହିଲେ, “ସେବହ ଓ ସଲମୁନ୍ନଙ୍କୁ ଏପର୍ଯ୍ୟନ୍ତ ଅକ୍ତିଆର କରି ନାହଁ? ଆମ୍ଭେ ତୁମ୍ଭର ସୈନ୍ୟଙ୍କୁ କାହିଁକି ଖାଦ୍ୟ ଦେବୁ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ସୁକ୍କୋତର ଅଧିପତିମାନେ କହିଲେ, “ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୁଟି ଦେବୁ?”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ସୁକ୍କୋତର ଅଧିପତିମାନେ କହିଲେ, ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୁଟି ଦେବୁ?