Judges 8:7 — Compare Translations
5 translations compared side by side
Odia - 1840
"ତେଣୁ ଗିଦ୍ଦିୟୋନ କହିଲେ, ଏହି କାରଣରକ୍ସ୍ଟ ଯେତବେେଳେ ସଦାପ୍ରଭୁ ମାେତେ ସବହେ ଓ ସଲ୍ମୁନ୍ନର ଅକ୍ତିଆର କରିବା ପାଇଁ ସାହାୟ୍ଯ କରନ୍ତି। ମୁ ଏଠାକକ୍ସ୍ଟ ଫରେିଆସିବି ଏବଂ ତା'ପରେ ମୁ ତୁମ୍ଭର ମାଂସକକ୍ସ୍ଟ ପ୍ରାନ୍ତର ରେ କାନକୋଳି କଣ୍ଟା ଦ୍ବାରା ଫୋଡିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଗିଦିୟୋନ୍ କହିଲେ, ଏ ସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋʼ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ଵାରା ତୁମ୍ଭମାନଙ୍କ ମାଂସ ଚିରିବି ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଗିଦିୟୋନ କହିଲେ, “ଏହି କାରଣରୁ ଯେତେବେଳେ ସଦାପ୍ରଭୁ ମୋତେ ସେବହ ଓ ସଲମୁନ୍ନକୁ ଅକ୍ତିଆର କରିବା ପାଇଁ ସାହାଯ୍ୟ କରନ୍ତି। ମୁଁ ଏଠାକୁ ଫେରି ଆସିବି ଏବଂ ତା’ପରେ ମୁଁ ତୁମ୍ଭର ମାଂସକୁ ପ୍ରାନ୍ତରରେ କାନକୋଳି କଣ୍ଟା ଦ୍ୱାରା ଫୋଡ଼ିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଗିଦିୟୋନ୍ କହିଲେ, “ଏସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋʼ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି।”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଗିଦିୟୋନ୍ କହିଲେ, ଏ ସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋ’ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି।