Judges 9:24 — Compare Translations
5 translations compared side by side
Odia - 1840
"ସେଥିପାଇଁ ପରମେଶ୍ବର ଅବୀମଲେକ୍ ଓ ଶିଖିମର ନତେୃବର୍ଗମାନଙ୍କ ମଧିଅରେ ସମସ୍ଯାର କାରଣ ସୃଷ୍ଟି କଲେ। ସେଥିପାଇଁ ଶିଖିମର ନତେୃବର୍ଗମାନେ ଅବୀମଲକେ ବିରକ୍ସ୍ଟଦ୍ଧ ରେ ଯୋଜନା ଆରମ୍ଭ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିପାଇଁ ପରମେଶ୍ଵର ଅବୀମେଲକ୍ ଓ ଶିଖିମ ନିବାସୀ ଲୋକଗଣ ମଧ୍ୟରେ ଦୁଷ୍ଟ ଆତ୍ମା ପଠାଇଲେ, ତହିଁରେ ଶିଖିମ ନିବାସୀ ଲୋକଗଣ ଅବୀମେଲକ୍ ପ୍ରତି ବିଶ୍ଵାସଘାତକତା କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେଥିପାଇଁ ପରମେଶ୍ୱର ଅବୀମେଲକ୍ ଓ ଶିଖିମର ନେତୃବର୍ଗମାନଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କଲେ। ସେଥିପାଇଁ ଶିଖିମର ନେତୃବର୍ଗମାନେ ଅବୀମେଲକ୍ ବିରୁଦ୍ଧରେ ଯୋଜନା ଆରମ୍ଭ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେପରି ଯିରୁବ୍ବାଲ୍ର ସତୁରି ପୁତ୍ରଙ୍କ ପ୍ରତି ନିଷ୍ଠୁରତାର ପ୍ରତିଫଳ ଘଟେ ଓ ସେମାନଙ୍କୁ ବଧ କରିଥିଲା ଯେ ସେମାନଙ୍କ ଭାଇ ଅବୀମେଲକ୍ ଉପରେ ଏବଂ ଭାଇମାନଙ୍କୁ ବଧ କରିବାରେ ତାହାର ସାହାଯ୍ୟକାରୀ ଶିଖିମ ନିବାସୀ ଲୋକଙ୍କ ଉପରେ ସେହି ରକ୍ତପାତର ଅପରାଧ ବର୍ତ୍ତେ।
Odia IRV 2017 (ଓଡିଆ ବାଇବେଲ)